Celebs News

କପିଲ୍‌ଙ୍କ ଶୋ’ରେ ଦୌଡ଼ ରାଣୀ ଦୂତୀ ଚାନ୍ଦ

Dd

ଗତ କିଛି ଦିନ ହେଲା ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତେ ସବୁ ଚର୍ଚ୍ଚା ପରେ ଦୂତୀ ଏବେ ପହଞ୍ଚିଛନ୍ତି କପିଲ ଶର୍ମାଙ୍କ ଶୋ’ ରେ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି।

Si

Al

ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି। ଏହି ସୋ’ରେ ଦୂତିଙ୍କ ସହ ସାମିଲ ହୋଇଥିଲେ ପୂର୍ବତନ ହକି ଖେଳାଳୀ ସନ୍ଦିପ ଶର୍ମା  ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ । ଏନେଇ ଦୂତି ଟୁଇଟ୍‌ କରି ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଥମ ଓଡ଼ିଆ ଝିଅ ହିସାବରେ କପିଲ ଶର୍ମା ସୋ’ରେ ପାଦ ଥାପିଥିବାରୁ ସେ ବହୁତ ଖୁସି ଅଛନ୍ତି । ଏଭଳି ଏକ ନିଆରା ସୋ’କୁ ନିମନ୍ତ୍ରଣ କରିଥିବାରୁ ସେ କପିଲ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

T

ପଢନ୍ତୁ: ଓଡ଼ିଆ ଅଭିନେତା ସୁନିଲ ନାୟକଙ୍କ ପରଲୋକ

Related posts

Amrita Nayak Is A Playback Singer Of Odia Film Industry

Jitendra

Odia TV Serial Actress Devika Arundhati Samal

Jitendra

Karan Is All Set To Make His Ollywood Debut “Shakti” With Suryamayee

ENO Beuro

Leave a Comment