EnewsOdia.Com

‘କୌନ ବନେଗା କରୋଡପତି’ରେ ଦୂତୀ ଚାନ୍ଦ

କୌନ ବନେଗା କରୋଡପତିରେ ନଜର ଆସିବେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ । କେବିସି ବିଗ ବିଙ୍କ ସାମନାରେ ହଟ ସିଟରେ ବସିବେ ଦୂତୀ ଚାନ୍ଦ । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର ଦୌଡରାଣୀ ଦୂତୀ । ଏନେଇ ଖୁବ ଶୀଘ୍ର ସେ ସୁଟିଂ ପାଇଁ ମୁମ୍ବାଇ ଯିବେ ।

ପୂର୍ବରୁ ଦୂତୀ କପିଲ ଶର୍ମା ଶୋରେ ଭାଗ ନେଇ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ପ୍ରଶଂସା ସାଉଁଟିଥିଲେ । ଆଉ ଏବେ କେବିସିରେ ଭାଗ ନେବା ଓ ବିଗ୍ ବିଙ୍କୁ ଭେଟିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଦୂତୀ ।

ପଢନ୍ତୁ: ପରଦାରେ ‘ଲାଲ୍‍ କପ୍ତାନ୍‍’

ସମ୍ବନ୍ଧିତ ଖବର

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

Ratnamani Maharana

ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’!

Ratnamani Maharana

ଓଡ଼ିଆ ଯୁବକଙ୍କୁ ବାହା ହେବେ ଅଭିନେତ୍ରୀ ଝିଲିକ୍‌, ନାଁକୁ ନେଇ ସସ୍‌ପେନ୍ସ

Ratnamani Maharana

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

ରିଲିଜ ହେଲା ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରା’ର ଭିଡିଓ

Ratnamani Maharana

ଆଇସିୟୁରେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ

Ratnamani Maharana