EnewsOdia.Com

କେବିସିର କର୍ମବୀର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ

ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି ଓଡ଼ିଆ ଝିଅ ତଥା ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ | ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ’ ‘କୌନ ବନେଗା କରୋଡପତି’ର ୧୧ତମ ସିଜନର ସ୍ୱତନ୍ତ୍ର ଅଧ୍ୟାୟରେ ଦୂତିଙ୍କୁ ହଟସିଟରେ ବସିଥିବାର ଦେଖିବାକୁ ମିଳିଛି | ଦୂତିଙ୍କ ସହ ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ ଓ ଆଥଲେଟ ହିମା ଦାସନାକୁ ମଧ୍ୟ ଦେଖିବାକୁ ମିଳିବ |

‘କୌନ ବନେଗା କରୋଡପତି’ର କର୍ମବୀର ଅଧ୍ୟାୟରେ ଏହି ତିନିଜଣ ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି | ଏଠାରେ ସୂଚନା ଥାଉ କି କର୍ମବୀର ଅଧ୍ୟାୟରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଥାଏ |

ପଢନ୍ତୁ: ଦୁନିଆର ସବୁଠୁ ଦାମୀ ଚକୋଲେଟ

ସମ୍ବନ୍ଧିତ ଖବର

ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

Ratnamani Maharana

ବାରଣାସୀର ମନ୍ଦିରକୁ ନିଷେଧ ବଳାତ୍କାରୀ ପ୍ରବେଶ

Ratnamani Maharana

ଖସୁଛି ପିଆଜ ଦର

Ratnamani Maharana