Category Archives: VASTU

  • ଭଗବାନ ଶିବଙ୍କୁ ସୋମବାର ପୂଜା କରିବା ଦ୍ଵାରା ଆମକୁ କି ଲାଭ ମିଳିଥାଏ ଜାଣନ୍ତୁ ?

    କୁହାଯାଏ କି ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋମବାର ପୂଜା କରାଯାଏ । ସୋମବାର ଭଗବାନ ଶିବଙ୍କ ପୂଜା ପରମ୍ପରା, କେଉଁ କାଳରୁ ହେଇ ଆସୁଛି । କୁହାଯାଏ ଯଦି ସୋମବାର ଦିନ ଦେବ ଦେବ ମହାଦେବଙ୍କ ପୂଜା କରାଯାଏ ତେବେ ଭକ୍ତର ସବୁ ସବୁମନସ୍କାମନା ପୂର୍ଣ୍ଣ ହୋଇଥାଏ ।ପୁରାଣରେ କୁହାଯାଇଛି କି ସୋମବାର ଦିନ ପୂଜା ହେବାର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ...
  • କେଉଁ ସମୟରେ ରକ୍ଷାସୂତ୍ର ଖୋଲିବା ଅନୁଚିତ ଜାଣନ୍ତୁ ?

    ହିନ୍ଦୁ ପରମ୍ପରାରେ ଏମିତି ବହୁତ କିଛି କଥା ଅଛି ଯାହାକୁ ଆମେ ସବୁ ମାନି ଥାଉ । ଏମିତି କି ହିନ୍ଦୁ ପରମ୍ପରାରେ ଅଛି କି ବିବାହ ବ୍ରତ ହେଉ କିମ୍ବା ଘର ପ୍ରତିଷ୍ଠା ସବୁ କାର୍ଯ୍ୟ ଆରମ୍ଭରେ ରକ୍ଷାସୂତ୍ର ବାନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଆମର ବିଶ୍ୱାସ ରହିଛି ।  କାରଣ ରକ୍ଷାସୂତ୍ର ବାନ୍ଧିବାକୁ ଶୁଭ ବୋଲି ମାନାଯାଏ ।  ରକ୍ଷା ସୂତ୍ର ବାନ୍ଧିବା ଦ୍ଵାରା ...
  • ଭଗବାନ ଶିବଙ୍କର ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କି ଲାଭ ମିଳିଥାଏ ଜାଣନ୍ତୁ 

    ରୁଦ୍ରାକ୍ଷରେ ଥାଏ  ଚମତ୍କାର ଶକ୍ତି କୁହାଯାଏ କି ଭଗବାନ ଶିବଙ୍କୁ ପ୍ରଶନ କରିବା ବହୁତ ସହଜ । ଶିବଙ୍କ ରୁଦ୍ରାକ୍ଷ ସମସ୍ତେ ପିନ୍ଧିବାକୁ ଭଲ ପାଆନ୍ତି ଓ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ପବିତ୍ର କରି ପିନ୍ଧିଲେ ଅନେକ ଶୁଭ ଫଳ ପ୍ରାପ୍ତି ହୁଏ ।ଶିବଙ୍କ ପୁରାଣରେ ଏହି ରୁଦ୍ରାକ୍ଷର ମହତ୍ୱ ବର୍ଣ୍ଣନା କରାଯାଇଛି । ଏହି ପୁରାଣରେ ମଧ୍ୟ ବିଭିନ୍ନ ପ୍ରକାରର ...
  • ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ!

    ଆମ ପରମ୍ପରାରେ ଥିବା କେତୋଟି ନିୟମକୁ ଆମେ ମାନିଥାଉ। ସେହିପରି ଶାସ୍ତ୍ର ଅନୁସାରେ ଆମେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଗୋଡ ଧୋଇ ପବିତ୍ର ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଥା । ଆପଣ ଜାଣନ୍ତି କି? ଆଉ କେଉଁ କେଉଁ କାମ କରିବା ପୂର୍ବରୁ ଆମେ ଗୋଡ ଧୋଇବା ଆବଶ୍ୟକ ପଡିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ- କୌଣସି କାମ ସାରି ଘରକୁ ପ୍ରବେଶ ପୂର୍ବରୁ ...
  • କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ ?

    କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳେ ଜାଣନ୍ତୁ ଆମର ବିଶ୍ୱାସ ରହିଛି ଯଦି ଆମେ ଘରେ କିମ୍ବା ଅଫିସରେ ଗଣେଶ ମୂର୍ତ୍ତି ରଖି ପୂଜା କରିବା ତେବେ ଏହି ପୂଜା ଆମକୁ ବହୁତ ଶୁଭ ଫଳ ଦେଇଥାଏ । ମନକୁ ଶାନ୍ତି ଦେଇଥାଏ ।  ନିଜର କାମରେ ଆତ୍ମବିଶ୍ୱାସ ବଢାଇ ଥାଏ । ସବୁ କାର୍ଯ୍ୟ ସଫଳ ମଧ୍ୟ ହୋଇଥାଏ । ନିଜର କାମରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଅଫିସରେ କମଳା ...
  • ଘରେ ଗଙ୍ଗାଜଳ ଥିଲେ କରନ୍ତୁ ନାହିଁ ଏହି ସବୁ କାମ , ନଚେତ ହୋଇ ପାରେ ଅସୁବିଧା

    ହିନ୍ଦୁ ଧର୍ମରେ ଗଙ୍ଗାଜଳର ଅନେକ ମହତ୍ଵ ଅଛି । ଶାସ୍ତ୍ରରେ ଏହାକୁ ବହୁତ ପବିତ୍ର ମାନା ଯାଏ । ଏହାକୁ ବିଶେଷ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ଘରେ ସ୍ୱତନ୍ତ୍ର ସ୍ଥାନରେ ରଖାଯାଏ । ଘରେ ପ୍ରତ୍ୟେକ ପବିତ୍ର କାମରେ ଗଙ୍ଗାଜଳର ବ୍ୟବହାର କରାଯାଏ । ଗଙ୍ଗାଜଳକୁ କେମିତି ରଖିବେ :- ଗଙ୍ଗାଜଳକୁ ନେଇ ଲୋକ ଅନେକ ଭୁଲ କରି ଦିଅନ୍ତି ଯାହା ଘର ପାଇଁ କ୍ଷତି ଦାୟକ । ...
  • କେଉଁ ଲୋକଙ୍କୁ ଘରୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ? ଜାଣନ୍ତୁ

    ଆମେ ସମସ୍ତେ ଜାଣିଛୁ ଦାନ କରିବା ମହାପୁର୍ଣ ଅଟେ। ଧର୍ମଶାସ୍ତ୍ରରେ ଏହାର ଅନେକ ମହତ୍ୱ ରହିଛି। ସବୁ ବ୍ୟକ୍ତିଙ୍କୁ ନିଜ ଇଚ୍ଛା ଅନୁସାରେ ଦାନ କରିବା ଉଚିତ। କାହାକୁ କଣ ଦାନ କଲେ ପୁର୍ଣ୍ୟ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ- କିନ୍ନର ମାନଙ୍କୁ କେବେ ଖାଲି ହାତରେ ଫେରେଇବା ଉଚିତ ନୁହେଁ। ସେମାନଙ୍କର ଆଶୀର୍ବାଦ ସବୁବେଳେ ଫଳପ୍ରଦ ହୋଇଥାଏ। ରୋଗୀକୁ ସବୁବେଳେ ...