Category : CULTURES

Over the centuries, there has been significant fusion of cultures between Buddhists, Hindus, Muslims, Jains, Sikhs and various tribal populations in India. India is the birthplace of Hinduism, Buddhism, Jainism, Sikhism, and other religions. Collectively known as Indian religions.
CULTURES

ଆଜି ପବିତ୍ର ମାଘସପ୍ତମୀ ,ବୁଡ ଦେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ENO Beuro
ଆଜି ପବିତ୍ର ମାଘ ଶୁକ୍ଳ ପକ୍ଷ ସପ୍ତମୀ ତିଥି। ଏହି ମାଘ ସପ୍ତମୀକୁ ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଇଥାଏ।ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି ।
CULTURES

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସୁନାବେଶ

ENO Beuro
ସୋମବାର ପୌଷପୁର୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେଉଛି।
CULTURES

ଆଜି ପବିତ୍ର ମକର ସଂକ୍ରାନ୍ତି,ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ

ENO Beuro
ଆଜି ପବିତ୍ର ମକର ସଂକ୍ରାନ୍ତି। ପୁରା ରାଜ୍ୟରେ ଦେଖିବାକୁ ମିଳିଛି ଉସର୍ବର ମାହୋଲ। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା
CULTURES

ଆଜିଠୁ ଆରମ୍ଭ ବରଗଡ଼ ଧନୁଯାତ୍ରା

ENO Beuro
ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ଅଭିନୟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂରା
CULTURES

ଆଜି ପବିତ୍ର ବଡଦିନ,ଉତ୍ସବ ମୁଖରିତ ଭୁବନେଶ୍ୱର ଚର୍ଚ୍ଚ

ENO Beuro
ଆଜି ପବିତ୍ର ବଡଦିନ । ଏହି ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣକୁ ସ୍ମରଣ କରାଯାଇଥାଏ । ଏଥିପାଇଁ ଚାରିଆଡେ ଖୁସିର ମାହୋଲ । ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଚର୍ଚ୍ଚଗୁଡିକୁ
CULTURES

ଆଜି ମହାପ୍ରଭୁଙ୍କ ବନକଲାଗି,୪ ଘଣ୍ଟା ଦର୍ଶନ ମନା

ENO Beuro
ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଟିତ ହେବ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ। ଅପରାହ୍ନ ୪ଟା ୩୦ରୁ ରାତି
CULTURES

ଆଜି ପ୍ରଥମାଷ୍ଟମୀ, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ହେଉଛନ୍ତି ପଢୁଆଁ

ENO Beuro
ଆଜି ହେଉଛି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ
CULTURES News

ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

ENO Beuro
କାଳିଆ ସାଆନ୍ତେ ଆଉ ଗରିବର ଠାକୁର ହୋଇରହିବେ ନାହିଁ। ଅଣ୍ଟିରେ ଟଙ୍କା ନ ଥିଲେ ଆଊ ଜଗା ଦର୍ଶନ ହୋଇପାରିବ ନାହିଁ। ଦିନକୁ ୪ ଥର ଟିକେଟ୍ ଦର୍ଶନ ହେବ। ଟିକେଟ୍ କିଣିଥିବା ଭକ୍ତମାନେ
CULTURES

ଆଜି ମହାପ୍ରଭୁଙ୍କ ପଇତାଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

ENO Beuro
ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ହେବ। ସେଥିପାଇଁ ସାଧାରଣ ଭକ୍ତମାନେ ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ନାହିଁ। ପରମ୍ପରା ଅନୁଯାୟୀ ଦଇତାପତି ସେବକ ମହାପ୍ରଭୁଙ୍କୁ ପଇତାଲାଗି କରିବେ ।
CULTURES

ଆଜି ବଡଓଷା,ଧବଳେଶ୍ୱର ପୀଠ ଚଳଚଞ୍ଚଳ

ENO Beuro
ଆଜି ବଡଓଷା । ଆଜି କାର୍ତ୍ତିକ ମାସ ତ୍ରୟୋଦଶ ତିଥି । ଓଡିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ। ଶ୍ରଦ୍ଧାଳୁମାନେ ଧାଡିରେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି ।