Category : Events And Parties

Events And Parties

Audio Release party of Odia movie “Tiger”

Jitendra
ଓଡିଆ ସିନେମା ଟାଇଗରର ଅଡିଓ ରିଲିଜ ପାର୍ଟି ୨୮ ମାର୍ଚ ୨୦୧୬ ରେ ଭୁବନେଶ୍ଵର ସ୍ଥିତ ହୋଟେଲ ମେଫେୟାରରେ ହୋଇଯାଇଛି।  ଏହି ଅବସରରେ ଓଡିଶା ସିନେ ଜଗତର ବହୁ ପ୍ରତିଷ୍ଟିତ କଳାକାର ଯୋଗ ଦେଇଥିଲେ