ବିଶ୍ୱ ପ୍ରସିଦ୍ଧ ମେଳା କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହୋଇଯିବ ଏହି ବିଶ୍ୱ ପ୍ରସିଦ୍ଧ ମେଳା କଟକ ବାଲିଯାତ୍ରା । ଚଳିତବର୍ଷ ନଭେମ୍ବର ୪ ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଚାଲିବ ଏହି ଐତିହାସିକ କଟକ ବାଲିଯାତ୍ରା ।  । ସାତ ଦିନ ବ୍ୟାପି ହେବାକୁ ଥିବା ଏହି ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଉଭୟ ତଳପଡିଆ ଓ ଉପର ପଡିଆରେ... Read more
କୁମାର ପୂର୍ଣ୍ଣିମା ଭଳି ବିଶେଷ ଦିନରେ ଧନଦେବୀ ମା ଲକ୍ଷ୍ମୀଙ୍କ ପୂଜା ବିଷୟରେ ଜାଣନ୍ତୁ
ଆଶ୍ୱିନ ମାସରେ ପଡୁଥିବା ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏ ବର୍ଷ କୁମାର ପୂର୍ଣ୍ଣିମା ଆସନ୍ତାକାଲି (ଅକ୍ଟୋବର ୫) ତାରିଖରେ ପଡ଼ୁଛି । ଏହା ଓଡିଶାର ଏକ ପବିତ୍ର, ଲୋକପ୍ରିୟ ଓ ଜରୁରୀ ପର୍ବ, ଯାହାକୁ ଅବିବାହିତ ଝିଅ ମାନେ ବଡ ଧୂମଧାମରେ ପାଳନ କରନ୍ତି । ଏହିଦିନଟିକୁ କାର୍ତିକ ଦେବତା (ଶିବ ଦେବତାଙ୍କ ପୁଅ) ଙ୍କ ଜନ୍ମ ଦିବସ ହିସାବରେ ପାଳନ କରାଯାଏ ।... Read more
ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ସାରା ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ ଓ ଉଶ୍ଚବମୁଖର
ଜଗତଜନନୀ ମା ଦୂର୍ଗାଙ୍କ ବିଦାୟ ପରେ, ମା ଗଜଲକ୍ଷ୍ମୀ ପୂଜା ପାଇଁ ଏବେ ସାରା ସହର ତତ୍ପର । ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ଢେଙ୍କାନାଳ ସହର ବହୁ ଚର୍ଚିତ । ଉର୍ଣ୍ଣତ ମାନର ତୋରଣ, ସାଜସଜା ଓ ରଙ୍ଗବେରଙ୍ଗର ଲାଇଟ ସାଙ୍ଗକୁ ମେଳାର ମଜା ଖୁବ ନିଆରା । ଅକ୍ଟୋବର ୫ ତାରିଖ କୁମାରପୂର୍ଣ୍ଣମୀ ଠାରୁ ୧୧ ଦିନ ବ୍ୟାପି ଏହି ପୂଜାକୁ ଆଉ ମାତ୍ର... Read more
ଦଶହରା ପୂଜା ମଣ୍ଡପରେ, ତୋରଣର ସାଜସଜା ରାଜଧାନୀର ଆକର୍ଷଣକୁ ବଢାଉଛି
ଦଶହରା ଅବସରରେ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ପାଇଁ ରାଜଧାନୀ ସହର ଚଳଚଞ୍ଚଳ ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥି ଅବସରରେ ମଙ୍ଗଳବାର ସନ୍ଧ୍ୟାରୁ ମା’ଙ୍କ ପୂଜା ଆରମ୍ଭ ହେଇସାରିଛି । ଆଜି ମହାସପ୍ତମୀର ପୂଜାରେ ମା ଦୂର୍ଗା ମଣ୍ଡପରେ ପୂଜା ପାଉଛନ୍ତି । ଅଷ୍ଟମୀ ଅବସରରେ ଗୁରୁବାର ଠାରୁ... Read more
ଆଜି ପବିତ୍ର ମହାସପ୍ତମୀ, ଜଗତଜନନୀ ମା’ ଦୁର୍ଗାଙ୍କର ପୂଜାକୁ ନେଇ ସଭିଏଁ ବ୍ୟଗ୍ର
ଆଜି ପବିତ୍ର ମହାସପ୍ତମୀ । ଜଗତଜନନୀ ମା’ ଦୁର୍ଗାଙ୍କର ଧରାପୃଷ୍ଠକୁ ଆଗମନ ହୋଇଛି । ମହାସପ୍ତମୀରେ ମାଆଙ୍କର ଚକ୍ଷୁଦାନ ହେବ। ଏହା ପରେ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମହିଷାମର୍ଦ୍ଧିନୀ ମାଆ ଦୁର୍ଗା । ତା’ସହ ଆରମ୍ଭ ହେବ ମାଆଙ୍କ ପାରମ୍ପରିକ ପୂଜା ନୀତି । ଶାରଦୀୟ ଦଶହରା ପାଇଁ ଚଳଚଂଚଳ ହୋଇଛି ଗାଁଠୁ ସହର,  ଚାରିଆଡ଼େ ଉତ୍ସବର ପରିବେଶ । ବିଭିନ୍ନ ପୂଜା ମଣ୍ଡପ ନିଆରା ମେଢ... Read more
ମହିଷାମର୍ଦ୍ଧିନୀ ମା ଦୂର୍ଗାଙ୍କ ଆବାହନ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି
ଧାରାବତଣ କରିବେ ମହିଷାମର୍ଦ୍ଧିନୀ ମା ଦୂର୍ଗା । ଚଳଚଂଚଳ ପୁର ପଲ୍ଲୀ । ଉତ୍ସବକୁ ନିଆରା ଢଙ୍ଗରେ ପାଳନ ପାଇଁ ଉସ୍ଚାହ ଉଦିପନା । ଗାଁରୁ ସହର ସବୁଠି ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସାଜସଜାକୁ ନେଇ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ରଙ୍ଗୀନ ସାଜସଜା, ତୋରଣ ଓ ଆଲୋକମାଳାରେ ସଜେଇ ହେଲାଣି... Read more
ଓଡିଶା କୁ ଗର୍ବ ଓ ଗୌରବ ଦେଇଥିବା ରୁଚି ଉଦ୍ୟୋଗ ର ୪୨ ବର୍ଷର ଲମ୍ବା ଯାତ୍ରା ବିଷୟରେ କିଛି ଜଣା ଅଜଣା କଥା
ଗୋଟେ କାରଖାନା ଯେଉଁଠି ତିଆରି ହୁଏ ମସଲା ଓ ତିଆରି ହୁଅନ୍ତି ମଣିଷ । ଏହା ଏକ ପରିବାର ଯେଉଠି କାମରେ ଲାଗି ପଡନ୍ତି ଆଉ ହଜାରେ ପରିବାର । ଏହି ବିଶାଳ ପରିବାରର ରୁଚି ପୂର୍ଣ୍ଣ ମସଲାକୁ ଅପେକ୍ଷା କରିଥାନ୍ତି ଓଡିଶା ତଥା ଓଡିଶା ବାହାରର ଲକ୍ଷ ଲକ୍ଷ ପରିବାରର ରୋଷେଇଶାଳା । କାରଖାନାରୁ ରୋଷେଇଶାଳ ଗତିପଥରେ ସାମିଲ ଅଛନ୍ତି ସହ ସହ ଡିଲର ଓ ଲକ୍ଷ... Read more