Category Archives: Featured

  • ଫୋନ ସ୍ଲୋ ହେବାରୁ ବଞ୍ଚିବା ପାଇଁ କରିବେ କ’ଣ ? ଜାଣନ୍ତୁ

    ଆଜିକାଲି ସମସ୍ତେ ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ପିଲାମାନଙ୍କଠାରୁ ଆରମ୍ବ କରି ବୁଢାମାନେ ଏହି ଫୋନ ବ୍ୟବହାର କରୁଛନ୍ତି। ଅଧିକଂଶ ସମୟରେ ସ୍ମାର୍ଟଫୋନ ସ୍ଲୋ କାମ କରିଥାଏ। ଏଥିପାଇଁ ଅନେକ ଲୋକ ବହୁତ ବିରକ୍ତ ପ୍ରକାଶ କରିଥାନ୍ତି। ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ। କିନ୍ତୁ ଆପଣ ଚାହିଁଲେ ଫୋନ୍ ଆଉ ସ୍ଲୋ ହେବ ନାହିଁ। ତେବେ ...
  • ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ! ଆକାଉଂଟରୁ କଟୁୁଛି ଟଙ୍କା ,ଜାଣନ୍ତୁ କାହିଁକି ?

    ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ବଢୁଛି। ସବିଆଇ ଗ୍ରାହକଙ୍କ ବ୍ୟାଙ୍କ ଆକାଂଉଟରୁ ଅଚାନକ ଟଙ୍କା କଟିିବା ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଜାଣିରଖନ୍ତୁ ଟଙ୍କା କଟିବାର ପ୍ରମୁଖ କାରଣ କ’ଣ ରହିଛି? ଏସବିଆଇ ଆକାଂଉଟରୁ ୧୪୭.୫୦ ଟଙ୍କା କଟିି ଯାଇଛି କି ? ଟଙ୍କା କଟିବା ଏସଏମଏସ ମଧ୍ୟ ଆସିଥିବ। ...
  • ସୁପ୍ରିମକୋର୍ଟଙ୍କୁ ସରକାରଙ୍କ ସଙ୍କେତ : ଆଧାର ଲିଙ୍କ ଅବଧି ପୁଣି ବଢିବ

    ମାର୍ଚ୍ଚ ୩୧ ପରେ ବଢିପାରେ ଆଧାର ଲିଙ୍କ୍ ଅବଧି ବିଭିନ୍ନ ପ୍ରକାର ସରକାରୀ ଜନମଙ୍ଗଳ ସ୍କିମ ଓ ସେବା ସହ ଆଧାର ଲିଙ୍କ ଅବଧି ମାର୍ଚ ୩୧ ପରେ ପୁଣି ବଢିବ। ଗତକାଲି ସୁପ୍ରିମକୋର୍ଟଙ୍କୁ ଏଭଳି ସଙ୍କେତ ଦେଇଛନ୍ତି କେନ୍ଦ୍ରସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଆଧାର ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଛି । ଏହି ଶୁଣାଣି ଶେଷ ହେବା ପାଇଁ ଅଧିକ ...
  • ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

    ହୀରା ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବେ ଆକାଶ ଅମ୍ବାନୀ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ବେଳକୁ ହୋଇପାରେ ଦେଶର ଆଉ ଏକ ଚର୍ଚ୍ଚିତ ବିବାହ। ହୀରା ବ୍ୟବସାୟୀ ରସେଲ ମେହତାଙ୍କ ସବୁଠୁ ଛୋଟ ଝିଅ ଶ୍ଳୋକା ମେହତାଙ୍କ ସହିତ ବିବାହ ହୋଇପାରେ। ମାତ୍ର ଏବେ ମଧ୍ୟ ଦୁଇ ପରିବାର ଏହି ବିଷୟରେ ନିରବ ରହିଛନ୍ତି। କିଛି ସପ୍ତାହ ମଧ୍ୟରେ ଆକାଶ ଏବଂ ଶ୍ଳୋକାଙ୍କ ...
  • ଭାରତରେ ସୃଷ୍ଟି ହେବ ୧୦ କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ! ଦେଶରୁ ଦୂରେଇ ଯିବ ବେକାରୀ ସମସ୍ୟା

    ମୋଦି ସରକାର ଯୋଗାଇବେ ୧୦ କୋଟି ଚାକିରି ଭାରତରେ ବେକାରି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ନିଜ ମନ ପସନ୍ଦ ଚାକିରି ଖଣ୍ଡେ ମିଳୁନି। ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅଧିକାଂଶ ନୂତନ ଉଦ୍ଭାବନ ପଛରେ ...
  • ରିଲାଏନ୍ସ ଜିଓ ଗ୍ରାହକ ପାଇଁ ଏକ ଖରାପ ଖବର ! ଜାଣନ୍ତୁ କଣ

    ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଝଟକା! ବର୍ତ୍ତମାନ ସମୟରେ  ଜିଓ  ଚାହିଦା କାହିଁରେ କେତେ ରହିଛି ।ଏହାର  ସେବା ଗ୍ରାହକଙ୍କୁ ଆକର୍ଷିତ କରିଛି। ରିଲାଏନ୍ସ ଜିଓ ପ୍ରଥମେ ମାଗଣା ଡାଟା ଓ ପରେ ଶସ୍ତା ଫୋନ ଲଂଚ କରି ଟେଲିକମ ଜଗତରେ ଚହଳ ସୃଷ୍ଟି କରିଥିଲା। ସେଥିପାଇଁ ଦିନକୁ ଦିନ ବଢ଼ିବାରେ ଲାଗିଲେ ଜିଓ ଗ୍ରାହକ । ଏସବୁ ପରେ ଜିଓ ଲଂଚ କଲା ଫିଚର ଫୋନ୍, ତାହା ପୁଣି ...
  • ମୋବାଇଲ ନମ୍ବରର ପରିବର୍ତ୍ତନ: ୧୦ଅଙ୍କ ପରିବର୍ତ୍ତେ ହେବ ୧୩ଅଙ୍କ

    ଜୁଲାଇରୁ ମିଳିବ ୧୩ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ସମସ୍ତ ରାଜ୍ୟକୁ କେନ୍ଦ୍ରିିୟ ସଂଚାର ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛନ୍ତି ଆଗାମୀ ଜୁଲାଇ ୨୦୧୮ ପରେ ୧୩ ଅଙ୍କ ବିଶିଷ୍ଟ ନୂଆ ମୋବାଇଲ ନମ୍ବର ମିଳିବ । ଏଥିପାଇଁ ବିଏସଏନଏଲ ପ୍ରସ୍ତୁତି ଆରମ୍ଭ କରିଛି। ସୂଚନା ଅନୁଯାୟୀ ଏଣିକି ମୋବାଇଲ ନମ୍ବର ପରିବର୍ତ୍ତନ ହୋଇଯିବ। ୧୦ଅଙ୍କ ପରିବର୍ତ୍ତେ ୧୩ଅଙ୍କ ହେବ। ଗତ ...