ହାତ ପାପୁଲି ରେଖା ରୁ ଯାଣନ୍ତୁ ଆପଣଙ୍କ ଭବିଷ୍ୟତ କିପରି ରହିବ
ହାତ ପାପୁଲି ରେଖା, କପାଳ ରେଖା, ଆଦି ଦ୍ଵାରା ଭବିଷ୍ୟ କୁହାଯାଏ । ହାତ ପାପୁଲିରେ ବହୁତ ରେଖା ଥାଏ । କାହାର କାହାର ତ ରେଖାଗୁଡ଼ିକ ଛନ୍ଦି ଛନ୍ଦି ହୋଇ ରହିଥାଏ। ଏହି ରେଖାଗୁଡ଼ିକ ମିଶି ବିଭିନ୍ନ ପ୍ରକାରର ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ। ଟିକେ ଧ୍ୟାନରେ ଦେଖିଲେ ଏହା ଜାଣିପାରିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଅକ୍ଷରୁ ହିଁ କିଛିମାତ୍ରାରେ ଜଣାପଡି ଯାଇଥାଏ ବ୍ୟକ୍ତିଙ୍କ ଭବିଷ୍ୟତ କେମିତି... Read more
ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ କିଛିଟା କଥା ବିଷୟରେ ଜାଣି ରଖନ୍ତୁ
ଆଜିକାଲି ଦୁରସ୍ଥାନକୁ ଯାତ୍ରା ପ୍ରାୟତଃ ସାଧାରଣ ହେଇଗଲାଣି । କିନ୍ତୁ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଚୋରୀ ଲୁଟ ମଧ୍ୟ ସେହିଭଳି ସାଧାରଣ । ତେଣୁ ଏହିସବୁ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଯାତ୍ରା କରିବା ସମୟରେ ତଳ ଲିଖିତ କିଛିଟା କଥା ଉପରେ ବେଶ ଗୁରୁତ୍ଵ ଦେବା ଉଚିତ । ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଖାଇବା ଖର୍ଚ୍ଚ ପାଇଁ କିଛି ଟଙ୍କା ଅଲଗା ଭାବେ... Read more
ଶରୀର ସହ କେଶ ପାଇଁ ଲୁଣ କେତେ ଉପକାରୀ ଆସନ୍ତୁ ନଜର ପକାଇବା
ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତି  ବେଳେ ବ୍ୟବହାର କରିଥାଉ। ଲୁଣ ବିନା ଖାଦ୍ୟ ସ୍ୱାଦହୀନ । ଲୁଣରେ ମାଗ୍ନେସିୟମ, କ୍ୟାଲସିୟମ, ସୋଡ଼ିୟମ  ଓ ମିନେରାଲ୍ସ ଭରପୁର ଥାଏ ।  ଖାଦ୍ୟ ଛଡା, ଲୁଣ ଶରୀର ସହ କେଶ ପାଇଁ ମଧ୍ୟ ବେଶ ଉପକାରୀ । ଶରୀର ଓ କେଶ ପାଇଁ ଲୁଣ କେମିତି ଉପକାରୀ ଆସନ୍ତୁ ନଜର ପକାଇବା । ଉଷୁମ ପାଣିରେ ଲୁଣକୁ ମିଶାଇ ଗାଧୋଇଲେ ଶରୀର ବିଭିନ୍ନ... Read more
ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ
ଓଠ ଫାଟିବା ଏକ ସମସ୍ୟା । ବେଳେ ବେଳେ ଓଠ ଫାଟି ରକ୍ତ ମଧ୍ୟ ବାହାରେ । ଏହାର ଅନେକ କାରଣ ଅଛି । ତ୍ଵଚାର ଶୁଷ୍କତା, ଶରୀରରେ ପାଣିର କମ, କିମ୍ବା ଶରୀରରେ ଭିଟାମିନର ଅଭାବରେ ଏହି ରୋଗ ଦେଖାଯାଏ । ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ସୌନ୍ଦର୍ଜ୍ୟରେ ମଧ୍ୟ ପ୍ରତିବନ୍ଧକ ସାଜେ । ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ... Read more
ନୌକାଶନ ଯୋଗ ଶରୀରକୁ ସୁସ୍ଥ ରଖିବା ସହ ପେଟର ଅଧିକ ଚର୍ବି କମାଇଥାଏ
ଯୋଗ ଶରୀରକୁ ସୁସ୍ଥ ରଖିବା ସହ ଉତ୍ତମ ଗଢଣ ଦେଇଥାଏ । ଯଦି ଆପଣ ପେଟରେ ଅଧିକ ଚର୍ବି ଯୋଗୁଁ ଚିନ୍ତିତ ତେବେ କରନ୍ତୁ ନୌକାଶନ । ତେବେ କିପରି ଓ କେତେ ସମୟ ଏହି ଆସନ କଲେ ସୁସ୍ଥ ଓ ସୁନ୍ଦର ଶରୀର ପାଇପାରିବେ ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା । କିପରି କରିବେ ନୌକାଶନ: ଆସନ ଉପରେ ଉପରକୁ ମୁହଁ କରି ସିଧା... Read more
ମୁହଁର ଯତ୍ନ , ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍‌
ମୁହଁର ଯତ୍ନ ନିମନ୍ତେ ଫେସିଆଲ୍‌ ଏକ ଆଧୁନିକ ଉପଚାର। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଓ ତ୍ଵଚାରେ ଉଜ୍ଜଳତା ଆଣେ । ଫେସିଆଲ୍‌ ୪ ଟି ପର୍ଜ୍ୟାୟରେ କରିବା ଉଚିତ । ତ୍ୱଚାକୁ ପରିଷ୍କାର କରିବା ସହ ମାଲିସ୍‌, ବାମ୍ଫ ଉପଚାର ଓ ପ୍ୟାକ୍ ବ୍ୟବହାର କରିବାର ବିଧି ଥାଏ। ତେବେ ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍‌ । କେମିତି କରିବେ ଫେସିଆଲ୍? ପ୍ରଥମେ... Read more
ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଯାଣନ୍ତୁ
ତ୍ଵଚାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବଜାରରେ ବହୁତ ପ୍ରକାକର ପ୍ରସାଧନ ସାମଗ୍ରୀ ମିଳୁଛି । । ତେବେ ଆଜି ଆମେ ଆପଣଙ୍କୁ ତ୍ୱଚାର ସୁରକ୍ଷା ନେଇ କିଛି ଘରୋଇ ଉପଚାର ଜଣାଇବୁ ଯାହାଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯିବା ସହ ଚର୍ମ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।  ନିମ ଗଛର ତାଜା ତଥା କଅଁଳିଆ ପତ୍ରକୁ ଭଲଭାବେ ବାଟି ସେଥିରେ ୧ ଚାମଚ... Read more