ଔଷଧୀୟ ଗୁଣରେ ଭରପୂର ଯୁଆଣି ଦ୍ଵାରା ଶରୀରକୁ କ’ଣ ଉପକାର ମିଳିଥାଏ ଜାଣନ୍ତୁ
ଦୈନଦିନ ଜୀବନରେ ଯୁଆଣିର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଔଷଧୀୟ ଗୁଣରେ ଭରପୂର ଯୁଆଣି। ଖାଦ୍ୟ ପ୍ରସ୍ତୁତିରେ ଏହାର ବ୍ୟବହାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର କରେ । ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଯୁଆଣି ଦ୍ୱାରା କ’ଣ ଉପକାର ମିଳିଥାଏ। ପ୍ରତିଦିନ... Read more
ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ ଘରୋଇ ଉପଚାର କିପରି କରିବେ ଜାଣନ୍ତୁ
ମୁଣ୍ଡ ବିନ୍ଧା ଏକ ସାଧାରଣ ରୋଗ । ବିଭିର୍ଣ୍ଣ କାରଣ ଦ୍ଵାରା ମୁଣ୍ଡ ବିନ୍ଧିଥାଏ । ଏହାଦ୍ଵାରା କୌଣସି କାମରେ ମନ ଲାଗେ ନାହି । କାର୍ଜ୍ୟବ୍ୟସ୍ତତା ଯୋଗୁଁ ଆମେ ମୁଣ୍ଡ ବିନ୍ଧାର ତୁରନ୍ତ ହିଁ ଔଷଧ ଖାଇଥାଏ । ତେବେ ବିନା ଔଷଧରେ ଏବଂ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ତେବେ ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ କିପରି... Read more
ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ ଖାନ୍ତୁ ଓ ଶରୀରକୁ ସୁସ୍ଥ ରଖନ୍ତୁ
ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ସବୁବେଳେ ମନୁଷ୍ୟ କିଛି ନ କିଛି ଦୁରାରୋଗରେ ପୀଡିତ ହେଉଛି । ତେଣୁ ନିଜର ଖାଦ୍ୟ ଶୈଳୀକୁ ପରିବର୍ତନ କରିବା ଉଚିତ ଏବୋଂ ଖାଦ୍ୟରେ କଣ ଖାଇଲେ ଭଲ ତାହା ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ । ଏଠାରେ ଆମେ କହିରଖୁଚୁ ଯେ ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ କିପରି ଶରୀରର ବହୁ ସମସ୍ୟାକୁ ଦୂର... Read more
ବହୁ ଉପକାରୀ ଫଳ ଅଁଳା ର ଓଷଧୀୟ ଗୁଣ ଗୁଡିକ ଉପରେ ନଜର ପକାନ୍ତୁ
ଅଁଳା ଏକ ଉପକାରୀ ଫଳ । ପାଟିକୁ କଶା ଲାଗୁଥିଲେ ମଧ୍ୟ ଏଥିରେ ବହୁ ଓଷଧୀୟ ଗୁଣ ରହିଛି ଯାହା ବହୁ ରୋଗର ନିବାରଣ ପାଇଁ ରାମ ବାଣ ସଦୃଶ କାମକରେ । ଅଁଳାରେ ଭରପୂର ପୁଷ୍ଟିସାର ରହିଛି। ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ । ଅଁଳାକୁ ବିଭିର୍ଣ୍ଣ ଉପାୟରେ ଖାଇପାରିବେ ଯେମିତି, କଞ୍ଚା ଚୋବାଇ ଖାଇ ପାରିବେ, ଜୁସ୍... Read more
ଜାଣନ୍ତୁ ବର୍ଷା ଋତୁ ସମୟରେ କଣ କରିବେ ଓ କେମିତି ନେବେ ଶରୀରର ଯତ୍ନ
ବର୍ଷା ଋତୁ ସମୟରେ ଆମ ଶରୀରକୁ ବହୁ ସଂକ୍ରମକ ରୋଗ ହେବାର ଆଶଙ୍କା ରହିଥାଏ । ଏହି ଋତୁରେ ଜ୍ୱର, ଫ୍ଲୁ, ଖାଦ୍ୟ ସଂକ୍ରମଣ, ପାଣି ସଂକ୍ରମଣ  ଓ ଆଲର୍ଜି ପରି ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ଏହି ସମୟରେ ସଂକ୍ରମକ ଜୀବାଣୁ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ଓ ପରିଷ୍କାର ପରିଚ୍ଛନତା ପ୍ରତି ଅଧିକ ଗୁରୁତ୍ଵ ଦେବା ଉଚିତ । ଜାଣନ୍ତୁ ବର୍ଷା ଋତୁ ସମୟରେ... Read more
ଥଣ୍ତାକାଶ ଭଳି ସମସ୍ୟା ପାଇଁ ମହୁ ଏକ ମହୌଷଧି ପରି କାମ କରେ
ଥଣ୍ତାକାଶ ଏକ ଅତି ସାଧାରଣ ରୋଗ ହେଲେ ମଧ୍ୟ ବହୁ ଯନ୍ତ୍ରଣା ଦେଇଥାଏ । ଏଥିରେ ଏକାସଙ୍ଗେ ନାକ, ଗଳା ଓ ଶ୍ୱାସ ଯନ୍ତ୍ର ପ୍ରଭାବିତ ହେଇଥାଏ । ଏହାର ସାଧାରଣ ଲକ୍ଷଣ ଗୁଡିକ ହେଲା – ନାକରୁ ପାଣି ବାହାରିବା, କଫ ଜମିବା, କାଶ ହେବା, ଆଖିରୁ ପାଣି ବାହାରିବା ଓ ମୁଣ୍ତ ବିନ୍ଧିବା ଇତ୍ୟାଦି। ତେବେ ସାମାନ୍ୟ ଲାଗୁଥିବା ଏହି ରୋଗଟି ଅଧିକ ଦିନ ରହିଲେ... Read more
ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶ ରୁ ମୁକ୍ତି ପାଇଁ କେତେକ ଘରୋଇ ଉପାୟ
ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କର ମୁହଁକୁ ନେଇ ବିଶେଷ ସତର୍କ ରହୁଛନ୍ତି । ବିଭିର୍ଣ୍ଣ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର ସହ ବହୁ ସମୟ ପାରଲରରେ ବିତାଉଛନ୍ତି । ମୁହଁ ର ବଡ ସମସ୍ୟା ମଧ୍ୟରୁ, ମୁହଁରେ ଉଠୁଥିବା ଅନାବଶ୍ୟକୀୟ  କେଶ ଏକ ବିରାଟ ସମସ୍ୟା । ତେବେ  ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ ଜାଣନ୍ତୁ । ଯାହା ଆପଣଙ୍କୁ ଏହି ସମସ୍ୟାରୁ... Read more