ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ
ବୃକ୍ଷ ଆମର ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ବୃକ୍ଷ ଆମକୁ ଜୀବନ ଦେଇଥାଏ । ନୀତିଦିନ ଜୀବନରେ ଯେମିତି ଆମେ ବୃକ୍ଷ ଉପରେ ନିର୍ଭର କରୁ , ଆଧ୍ୟାତ୍ମିକ ଜୀବନରେ ମଧ୍ୟ ବୃକ୍ଷର ଭୂମିକା ଖୁବ ଗୁରୁତ୍ଵପୂର୍ଣ୍ଣ । ହିନ୍ଦୁଶାସ୍ତ୍ର ଅନୁସାରେ କିଛି ବୃକ୍ଷକୁ ଆମେ ପବିତ୍ର ବୋଲି ମାନୁ ଓ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରୁ । ଏହା ଦ୍ଵାରା ଆମକୁ ଅନେକ କ୍ଷେତ୍ରରେ... Read more
ଆଜିର ରାଶିଫଳ
ମେଷ – ମନ ସ୍ଥିର ଓ ଶାନ୍ତ ରଖିଲେ କାର୍ଯ୍ୟ ହାସଲ ହବ । ପରିବାରରେ ମତାନ୍ତର ଦେଖାଦେବ । ଯାତ୍ରା, ବାଣିଜ୍ୟ , ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ହେବ। ବୃଷ – ସନ୍ତାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ । ପାରିବାରିକ କ୍ଷେତ୍ରରେ ଅସୁବିଧା ଉପୁଜିବା । ଖର୍ଚ୍ଚ ଅଧିକ ହୋଇପାରେ। ମିଥୁନ – ଆଜି ଆପଣଙ୍କ ଘାତବାର ହେତୁ ଆତ୍ମୀୟମାନଙ୍କ ସହ... Read more
ଜାଣନ୍ତୁ ଧନୁରାସନ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ
ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ, ଶ୍ୱାସ ରୋଗ ସମସ୍ୟା ଥିଲେ କିମ୍ବା ଆହୁରି ଛୋଟବଡ଼ ସମସ୍ୟା ପାଇଁ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ। ଧନୁରାସନ କରିବା ସମୟରେ ଏହାର ପ୍ରଭାବ ଆପଣ ବେକ, ତଳିପେଟ ଓ ଅଣ୍ଟା ଉପରେ ପଡ଼ିବା ସହ ଆରାମ ମଧ୍ୟ ଅନୁଭବ କରିବେ। ତେବେ ଜାଣନ୍ତୁ ଏହାକୁ କିପରି କରିବେ ଓ ଏହାଦ୍ଵାରା କି ଫାଇଦା ସବୁ ମିଳିଥାଏ... Read more
ଉଚ୍ଚ ରକ୍ତଚାପ ର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ
ଉଚ୍ଚ ରକ୍ତଚାପ ଏବେ ଏକ ଅତି ସାଧାରଣ ରୋଗ ହେଇଗଲାଣି । ଅନେକ ଲୋକ ଏବେ ଏହି ରୋଗରେ ପୀଡ଼ିତ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କିନ୍ତୁ କିଛିଟା ଘରୋଇ ଉପଚାର ଅଛି ଯାହା ଆପଣଙ୍କୁ ଏହି ରୋଗରୁ ମୁକ୍ତି ଦେଇପାରିବ । ଉଚ୍ଚ ରକ୍ତଚାପ ଲକ୍ଷଣ : କେତେକ ଛୋଟ ଛୋଟ କଥାରେ ରାଗି ଯାଆନ୍ତି, ଆଉ କେତେକଙ୍କର ମୁଣ୍ଡ ବ୍ୟଥା ହୁଏ... Read more
ତେଜପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ
ତେଜପତ୍ର ରେ ପ୍ରତୁର ପରିମାଣର କପର୍, ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଏବଂ ଆଇରନ୍ ଅଛି । ଏହାକୁ ସାଧାରଣତଃ ମସଲା ରୂପେ ବ୍ୟବହାର କରାଯାଏ । କିନ୍ତୁ ଏଥିରେ ଭରିରହିଛି ଅନେକ ଔଷଧୀୟ ଗୁଣ । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ନଜର ପକାନ୍ତୁ ତେଜପତ୍ରର ଔଷଧୀୟ ଗୁଣ ଉପରେ । ପାଚନ ପ୍ରକ୍ରିୟା : ତେଜପତ୍ରକୁ ଖାଇଲେ ପାଚନ ଜନିତ ଅନେକ... Read more
ପତଳା କେଶ ପାଇଁ ଚିନ୍ତିତ କି , ଜାଣନ୍ତୁ ଘନ ଓ କଳା କେଶର ରହସ୍ୟ
ଘନ  ଓ ସୁନ୍ଦର କେଶ ପାଇବା ପାଇଁ କିଏ ବା ନ ନଚାହେଁ । ଘନ ଓ କଳା କେଶ  ସୁନ୍ଦରତାକୁ ମଧ୍ୟ ବଢ଼ାଏ । ଅନ୍ୟପଟେ ରୁକ୍ଷ ଓ ପତଳା କେଶ ଆପଣଙ୍କ ଲୁକକୁ ଖରାପ କରିଦିଏ ଓ ଲଜ୍ଜ୍ୟା ରା କାରଣ ପାଲଟେ । ଆଜିକାଲି ପତଳା କେଶ ଏକ ବଡ ସମସ୍ୟା ପାଲଟିଲାଣି । ଅନେକ କାରଣ ଅଛି ଯାହା କେଶ ପଳତା ହେବା ପାଇଁ... Read more
ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର
ନିତ୍ୟ ପ୍ରାଣାୟାମ ଦ୍ଵାରା ପ୍ରାଣୀ ଶ୍ଵାସ , ଥଣ୍ଡା ,ଶରୀର ବ୍ୟଥା ଆଦି ରୋଗରୁ ରକ୍ଷା ପାଇଥାଏ । ପ୍ରାଣାୟାମ ମନୁଷ୍ୟ ଶରୀରର ଫୁସଫୁସ କୁ ବାହ୍ୟ ପ୍ରଦୂଷଣ ରୁ ରକ୍ଷା କାରୀ ଫୁସଫୁସ ର ବିଭିନ୍ନ ଅଂଶ କୁ ପ୍ରାଣ ବାୟୁ ପ୍ରଦାନ କରେ ଏବଂ ଜୀବାଣୁ ଭୂତାଣୁ କୁ ନଷ୍ଟ କରେ । ବିଶେଷ ଆୟୁର୍ବେଦ ଅନୁସାରେ ପିତ୍ତ ,ବାତ ଓ କଫ ହିଁ ସ୍ୱାସ୍ଥ୍ୟ... Read more