Category : News

News

ମିଠା ସହ ଦେଢ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଖାଇଗଲା ବଳଦ, ୮ ଦିନ ଅପେକ୍ଷା କରିବା ପରେ ବି ଗୋବରରୁ ବାହାରିଲାନି ମଙ୍ଗଳସୂତ୍ର

Ratnamani Moharana
ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ପୋଲା ପର୍ବ  ପାଳନ କରାଯାଇଥାଏ । ଏହି ପର୍ବରେ ବଳଦମାନଙ୍କୁ ସଜା ଯାଇ ଗାଁ ଗାଁ ବୁଲା ଯାଇଥାଏ ଏବଂ ସେମାନଙ୍କ ପୂଜା କରାଯାଇଥାଏ । ଏହି
News

ଭୁବନେଶ୍ଵରରେ ବାଇକ୍ ନମ୍ବରରେ ଗଡ଼ୁଛି ପୋଲିସ ଗାଡ଼ି

Ratnamani Moharana
ବାଇକ ନମ୍ବରରେ ଗଡ଼ୁଛି ପୋଲିସ ଗାଡ଼ି । ଭୁବନେଶ୍ବରରେ ରଙ୍ଗ୍ ରୁଟରେ ଗଡ଼ୁଥିବା ପୋଲିସ ଭ୍ୟାନର ଖବର ଆମେ ଦେଖାଇଥିଲୁ । ଲୋକଙ୍କୁ ଶୃଙ୍ଖଳାର ପାଠ ପଢାଇବା ସହ ପୋଲିସମାନେ ବି ସଚେତନ ହେବାକୁ
News

ସଂଘର୍ଷ ଓ ସଫଳତାର କାହାଣୀ: ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

Ratnamani Moharana
ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ । କିନ୍ନର ମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳ ହୋଇପାରିଛନ୍ତି ରାଣୀ । ଲୋକଙ୍କ
News

ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ମହିଳାଙ୍କୁ ମିଳିବ ପେନ୍‌ସନ୍‌

Ratnamani Moharana
ଛାଡ଼ପତ୍ର ପାଇଥିବା ମହିଳାଙ୍କ ସମେତ କୋର୍ଟରେ ବିବାହ ବିଚ୍ଛେଦ  ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ୍ । କୋର୍ଟରେ ବିବାହ ବିଚ୍ଛେଦ ପାଇଁ କେସ୍ ଲଢ଼ୁଥିବା ମହିଳାଙ୍କୁ ପେନସନ୍ ଦେବେ ରାଜ୍ୟ ସରକାର ।ବାର୍ଷିକ
News

ଟ୍ରାଫିକ୍ ସଚେତନତା ପାଇଁ ନିଆରା ଉଦ୍ୟମ: ଗଣେଶଙ୍କୁ ସିଟ୍‌ ବେଲ୍ଟ ପିନ୍ଧାଇଲେ ଟ୍ରାଫିକ୍ ପୁଲିସ

Ratnamani Moharana
କାର ଆଗ ସିଟରେ ଗଣେଶ ମୂର୍ତ୍ତି ରଖି ସିଟବେଲ୍ଟ ପିନ୍ଧାଇ ନେଲେ ଟ୍ରାଫିକ୍ କର୍ମଚାରୀ ଗତ କିଛି ଦିନ ହେବ ମୁଣ୍ଡବିନ୍ଧାର କାରଣ ପାଲଟିଛି ନୂଆ ଟ୍ରାଫିକ୍‌ ନିୟମ। ପ୍ରଚଳିତ ହୋଇଥିବା ନୂଆ ନିୟମ
News

୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ

Ratnamani Moharana
ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ରହିଛି, ତା’ହେଲେ ଏହାକୁ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ଚଳିତ ମାସରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ  ରହିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାର
News

ସମ୍ବଲପୁରରେ ନାଗାଲାଣ୍ଡ ଟ୍ରକ ଉପରେ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ

Ratnamani Moharana
ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସମ୍ବଲପୁରରେ ଆଦାୟ ହେଲା ଦେଶର ସବୁଠୁ ବଡ ଫାଇନ୍ । ସମ୍ବଲପୁରରେ କଟିଲା ଦେଶର ସବୁଠୁ ବଡ ଜରିମାନା । ନାଗାଲାଣ୍ଡ ଟ୍ରକ କୁ ୬ଲକ୍ଷ
News

ଛୁଟିଦିନରେ ବି ଖୋଲା ରହିବ ଆରଟିଓ ଅଫିସ

Ratnamani Moharana
ରାଜ୍ୟରେ ନୂଆ ମୋଟରଯାନ ଆଇନ  କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟର ଧରପଗଡ଼ ଜୋରଦାର ହୋଇଛି। ମୋଟା ଅଙ୍କର ଜୋରିମାନା ଭୟରେ ଲୋକେ ଗାଡ଼ି ଧରି ଘରୁ ବାହାରୁ ନାହାନ୍ତି। ଏନେଇ
News

ବିକ୍ରମ ଉପରେ ଉଡିବ ନାସା ଅର୍ବିଟର

Ratnamani Moharana
ନାସାକୁ ଘାରିଛି ବିକ୍ରମ ଚିନ୍ତା । ବିକ୍ରମ ଉପରେ ଉଡିବ ନାସା ଅର୍ବିଟର । ଭାରତର ଚନ୍ଦ୍ରଯାନ-୨ ଅଭିଯାନର ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ସ୍ଥାପନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା
News

ଜାନୁଆରୀ ୫ରେ ହେବ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

Ratnamani Moharana
୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା  ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି