Category : News

News

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ENO Beuro
ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ଲାଗୁ ହେବା ପରେ ସାମ୍ବିଧାନିକ ଅଦାଲତମାନଙ୍କରେ ଥିବା ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ସରକାର ଭୁଲିଯାଇଛନ୍ତି କି ବୋଲି ମଙ୍ଗଳବାର ଦିନ ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ
News

ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro
ଜଗାର ସ୍ଵାସ୍ଥ୍ୟରେ ଆଜି ଆହୁରି ସୁଧାର ଆସିଛି । ଆଖି ଖୋଲିଛି ସେ । ହେଲେ ଏବେ ସେ କାହାକୁ ଚିହ୍ନି ପାରୁନି । ଏଥିପାଇଁ ଆହୁରି ୩/୪ ଦିନ ଲାଗିବା ବୋଲି ଡାକ୍ତର
News

ତାମିଲନାଡୁର ଆଇପିଏସ ଅଧିକାରୀ ସଫୀର କରିମ ଗିରଫ, କାରଣଟି ବଡ ନିନ୍ଦନୀୟ

ENO Beuro
ଆଇପିଏସ ଅଧିକାରୀ ସଫୀର କରିମ ପରୀକ୍ଷାରେ କପି କରୁଥିବା ସମୟରେ ଗିରଫ ହେଲେ । ଚେନ୍ନାଇର ଏଗମୋର ପରୀକ୍ଷା କେନ୍ଦ୍ରରେ ୟୁନିୟନ ପବ୍ଲିକ ସର୍ଭିସ କମିଶନର ମେନ ପରୀକ୍ଷାରେ ଜଣେ ତାମିଲନାଡୁ କ୍ୟାଡରର ଟ୍ରେନି ଆଇପିଏସ ଅଧିକାରୀ
News

ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ – ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି

ENO Beuro
ଦୟାନଦୀ ପାଣି ଦୂଷିତ ଏବୋଂ ଏହା ପୁରା ରାଜଧାନୀକୁ ପ୍ରଦୂଷିତ କରୁଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ପ୍ରଦୂଷଣ ଯୋଗୁଁ ଦୟାନଦୀ ପାଣି ଚାଷ କି ପିଇବା
News

ଦିଲ୍ଲୀରେ ଚାଲୁଥିବା ସ୍କୁଲ ବସରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଛାତ୍ର

ENO Beuro
ଦିଲ୍ଲୀର ଧଉଳାକୁଆଁ ଠାରେ ଆଜି ଏକ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସରେ ନିଆଁ ଲାଗି ଯାଇଥିଲା ଯେଉଁଥିରେ ସ୍କୁଲ ଛାତ୍ରମାନେ ଥିଲେ । ସୌଭାଗ୍ୟବଶତଃ ସବୁ ପିଲାମାନେ ସୁରକ୍ଷିତ ଅବସ୍ଥାରେ ବାହାରକୁ
News

ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ

ENO Beuro
ଭାରତର କାଶ୍ମୀର ଓ ଅରୁଣାଞ୍ଚଳ ଉପରେ ଚୀନ ନଜର ପକେଇ ବସିଛି ବୋଲି ଆମେ ସମସ୍ତେ ଜାଣିଛେ । ତିବ୍ବତରେ ଚୀନ କେମିତି କବ୍ଜା କରିଛି ତାହା ସମସ୍ତଙ୍କୁ ଜଣା ଅଛି । ପାକିସ୍ତାନକୁ
News

ନଭେମ୍ବର ପହିଲାରୁ ୫୬ଟି ଟ୍ରେନ୍‌ର ସମୟ ବଦଳିବ – ପୂର୍ବତଟ ରେଳପଥ

ENO Beuro
ନଭେମ୍ବର ପହିଲାରୁ ୫୬ଟି ଟ୍ରେନ୍‌ର ସମୟ ବଦଳିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ଏହି ନୂଆ ସମୟ ସୀମାରେ  ୩୭ଟି ଏକ୍ସପ୍ରେସ୍‌, ୧୯ଟି ପାସେଞ୍ଜର୍‌ ଟ୍ରେନ୍‌ର ସମୟ ବଦଳିବ ।
News

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

ENO Beuro
ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ ଟି ସୁରକ୍ଷା ଦୃଷ୍ଟିରୁ ଦିଗ ବଦଳାଇଛି ଓ  ଅହମ୍ମଦାବାଦରେ ଅବତରଣ କରିଛି । ଗୋଳାବାରୁଦ ବିମାନରେ ଅଛି ଓ ଏକ ଧମକପୂର୍ଣ୍ଣ ଚିଠି ବିମାନର ବାଥରୁମରୁ
News

ଦୁଇଭାଇ ଟିକେ ଭଲ ଅଛନ୍ତି – ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

ENO Beuro
ଯୋଡା ମୁଣ୍ଡର ଅସ୍ତ୍ରୋପଚାର ପରେ ଅଲଗା ହେଇଥିବା କନ୍ଧମାଳର ଦୁଇଭାଇ ଜଗା ବଳିଆଙ୍କ ସ୍ୱାସ୍ଥ୍ୟକୁ ନେଇ ପୁରା ରାଜ୍ୟ ବାସୀ ପ୍ରାର୍ଥନା କରୁଛି । କେମିତି ସେମାନେ ଭଲହେଇ ଘରକୁ ଆସିବେ ଓ ଆଗଭଳି
News

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ENO Beuro
ରେଳ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା । ଅନଲାଇନ ଟିକେଟ କାଟିଲା ବେଳେ ସାମାନ୍ୟ ସତର୍କତା ଅବଲମ୍ବନ କରନ୍ତୁ । କେନ୍ଦ୍ର ରେଳବାଇ ତରଫରୁ ଚଳିତ ମାସରୁ ଏକ ଅନୁସନ୍ଧାନ ଅଭିଯାନ ଆରମ୍ଭ ହେଇଛି। ଯେଉଁମାନେ