Category Archives: News

  • ୧୪ ବର୍ଷର ଝିଅର ୭ ମାସର ପିଲା

    ମୁଖ୍ୟ ଅଭିଯୋଗଙ୍କୁ ପୋଲିସ୍ ଗିରଫ୍ କରିଛି କେନ୍ଦ୍ରପଡା ସ୍ଥିତ ପଟ୍ଟାମୁଣ୍ଡାଇର ଏକ ୧୪ ବର୍ଷ ଝିଅର ପୂର୍ବରୁ ତାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗକୁ ଏତେ ଗୁରୁତ୍ଵ ନିଆଯାଉନଥିଲା । ସୂଚନା ଯୋଗ୍ୟ ଯେ ସେ ଝିଅଟି କୁ ତାର ସମ୍ପର୍କୀୟ ଲୋକ ଏବଂ ତାଙ୍କ ପଡୋଶୀର ଭାଇ ଭଳି ଭାବେ ପରିଚିତି ଏକ ବ୍ୟକ୍ତି ଏହି ...
  • ଜମ୍ମୁ-କାଶ୍ମୀର:ଆତଙ୍କବାଦୀ ଆକ୍ରମଣ,୪ ବିଏସ୍‌ଏଫ୍‌ ଯବାନ ସହିଦ

    ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସୀମାରେ ପାକିସ୍ତାନର ଆତଙ୍କବାଦୀ ବର୍ବରତା ଦେଖିବାକୁ ମିଳିଛି । ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟର ଅନ୍ତର୍ଗତ ଚମଲିୟାଲ ପୋଷ୍ଟ ନିକଟସ୍ଥ ସୀମାରେ ପାକିସ୍ତାନ ବୁଧବାର ଭୋରରୁ ଆଖି ବନ୍ଦ କରି ଗୁଳି କରିଛି। ପାକିସ୍ତାନର ଅସ୍ତ୍ରବିରତି ଉଲଂଘନରେ ବିଏସଏଫର ୩ଜଣ ...
  • ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ

    ମର୍ମନ୍ତୁଦ ବସ୍ ଦୁର୍ଘଟଣା ଲକ୍ଷ୍ନୌରେ ଘଟିଛି ଏକ ଅଭାବନୀୟ ଘଟଣା। ଉତ୍ତରପ୍ରଦେଶର ମେନପୁରୀ ଅଞ୍ଚର ସଡକ ଦୁର୍ଘଡଣାରେ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହାତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜସ୍ଥାନର ଜୟପୁରରୁ ପର୍ଯ୍ୟଟକଙ୍କୁ ନେଇ ...
  • ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

    ଆଧ୍ୟାତ୍ମିକ ଗୁରୁ ତଥା ସାମାଜିକ କାର୍ୟ୍ୟକର୍ତ୍ତା ଭୟୁଜୀ ମହାରାଜ ମଙ୍ଗଳବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଇନ୍ଦୋରର ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆତ୍ମହତ୍ୟା କରିକାର କାରଣ ଜଣା ...
  • ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

    ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ମୂତ୍ରାଶୟ ସଂକ୍ରମଣରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟବସ୍ତା ବିଗିଡିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳୁ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଆଧାରରେ ତାଙ୍କ ...
  • ପୁଣି ବାବଙ୍କ ନାଁରେ କଳଙ୍କ:ଦାତି ମହାରାଜଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

    ବାବଙ୍କ ନାଁରେ ଦୁଷ୍କର୍ମ  ମାମଲା ପୁଣି ବାବା ନାଁ ରେ କଳଙ୍କ। ବିଗତ ଦିନରେ ବହୁ ବାବା ଦୁଷ୍କର୍ମ ଅଭିଯୋଗରେ ବିବାଦୀୟ ହେବା ପରେ ସୋମବାର ଦିନ ପୁଣି ଜଣେ ବାବାଙ୍କ କାରନାମା ସାମ୍ନାକୁ ଆସିଛି। ସେ ହେଉଛନ୍ତି ଦିଲ୍ଲୀର ଫତେହପୁରସ୍ଥିତ ଶନିଧାମ ମନ୍ଦିରର ସଂସ୍ଥାପକ ଦାତି ମହାରାଜ। ଜଣେ ମହିଳା ଦାତି ...
  • ଏମ୍ସରେ ଭର୍ତ୍ତି ହେଲେ ବାଜପେୟୀ

    ଅଟଳ ବିହାରୀ ବାଜପେୟୀ ଅସୁସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ରୁଟିନ୍ ଚେକ୍ଅପ୍ ପାଇଁ ସେ ଏମ୍ସ ଯାଇଥିବା କୁହାଯାଉଛି। ବାଜପେୟୀଙ୍କୁ ୯୩ ବର୍ଷ ହୋଇଛି। ସେ ଲୋକସଭାକୁ ୧୦ ଥର ନିର୍ବାଚିତ ...