ବିଜେପିରେ  ଆଜି ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର
ବିଜେପିରେ ଆଜି ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର । ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ଝିଅ ଉପାସନା ଓ ଲୁଲୁଙ୍କ ସମର୍ଥକ କୁହାଯାଉଥିବା ଲୁଲୁସେନାର ଶହ ଶହ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏଥିସହ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ଓ ବ୍ରହ୍ମଗିରିର ତିନିଟି ବ୍ଲକର କଂଗ୍ରେସ... Read more
ରାଜ୍ୟ କଂଗ୍ରେସ କୁ ଧକ୍କା, ବିଜେପିରେ ମିଶିବେ କଂଗ୍ରେସର ପୂର୍ବତନ ବିଧାୟକ ଲୁଲୁଙ୍କ ପରିବାର
କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର ଆଜି ବିଜେପିରେ ମିଶିବାକୁ ଯାଉଛନ୍ତି । ଲୁଲୁଙ୍କ ପରଲୋକ ପରେ ତାଙ୍କ ସମର୍ଥକଙ୍କ ଦ୍ୱାରା ଗଢ଼ାଯାଇଥିବା ଲୁଲୁ ସେନା ବିଧିବଦ୍ଧ ଭାବେ ବିଜେପିରେ ମିଶିଯିବ । ଲୁଲୁଙ୍କ ପରିବାର ଓ ସମର୍ଥକଙ୍କ ବିଜେପିରେ ମିଶ୍ରଣକୁ ପ୍ରଦର୍ଶନୀ ପଡ଼ିଆରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ସେହିପରି ରାଜନଗରରେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା ବିଜେପିରେ ମିଶିବେ। ମିଶ୍ରଣ ପର୍ବରେ... Read more
କଂଗ୍ରେସ ଦଳପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତି, ରାହୁଲ ଗାନ୍ଧୀ ନେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ
କଂଗ୍ରେସ ଦଳପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଇଛନ୍ତି କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଆଗାମୀ ଦୀପାବଳି ପରେ ହିଁ କଂଗ୍ରେସ ଦଳର ଏପରି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ଓ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବେ ବୋଲି ସୋନିଆ ଗାନ୍ଧୀ ସୂଚନା ଦେଇଛନ୍ତି । ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ରାହିଲଙ୍କ ମା ସୋନିଆ ଗାନ୍ଧୀ ଏହି... Read more
BJD Is Always Ready For Pre-Term Polls – CM Naveen Patnaik
BJD president and Chief Minister Naveen Patnaik on Friday said that BJD is always ready for pre-term polls. “BJD is fully prepared for pre-term polls. Whatever proposal the Centre will give, we are ready to accept it,” said CM. The Election Commission would be ready to hold assembly and... Read more
ଭି କେ ଶଶିକଳା ଙ୍କ ଆବେଦନକୁ ମିଳିଲା ସ୍ୱୀକୃତି, ଅସୁସ୍ଥ ସ୍ୱାମୀଙ୍କୁ ଦେଖିବା ୫ ଦିନର ପାରୋଲ
ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ବେଙ୍ଗାଲୁର ଜେଲରେ ବନ୍ଦୀ ଥିବା ଏଆଇଏଡିଏମକେ ର ମୁଖ୍ୟ ଭି କେ ଶଶିକଳା ଆବେଦନକୁ ଆଜି (୬ ଅକ୍ଟୋବର) ସ୍ୱୀକୃତି ମିଳିଛି, ତାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ଦେଖିବା ୫ ଦିନର ପାରୋଲ ଦିଆଯାଇଛି । ଶଶିକଳା ଗୁରୁବାର ଏକ ଜରୁରୀକାଳିନ ପାରୋଲ ଫର୍ମ ଓ ତାଙ୍କ ଅସୁସ୍ଥ ସ୍ୱାମୀଙ୍କ ଡାକ୍ତରି ପ୍ରମାଣପତ୍ର କୁ ଜମା... Read more
ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ଙ୍କ ଇସ୍ତଫାର ପାରାୟଣ ଶେଷ
ଆଜି ଭୁବନେଶ୍ୱରରେ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିବେ ନାହିଁ ବୋଲି ଜୋର୍‌ ଦେଇଛନ୍ତି ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ । ଇସ୍ତଫାର ପାରାୟଣ ଶେଷକରି ନାରାୟଣ ସାହୁ କହିଛନ୍ତି, ସେ ଦଳରେ ଥିଲେ ଏବଂ ଦଳରେ ରହିବେ ମଧ୍ୟ । ଇସ୍ତଫା ପ୍ରସଙ୍ଗକୁ ନେଇ ଶ୍ରୀ ସାହୁ କହିଛନ୍ତି, ସେ ଦଳୀୟ ସଭ୍ୟ ପଦରୁ ନୁହେଁ, ବରଂ ଜିଲ୍ଲା ସଭାପତି ପଦରୁ... Read more
Odisha Cabinet Passed A Proposal Of 66% Pay Hike For MLAs, Ministers
The Odisha cabinet chaired by chief minister Naveen Patnaik on Thursday approved the proposal to hike salaries and allowances of MLAs by a whopping 66%. The meeting was attended by senior government officials. Since the assembly is in session, there was no media briefing on it. According to official sources,... Read more