କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

କାନରେ ବିଭିର୍ଣ୍ଣ ପ୍ରକାର ସମସ୍ୟା ଦେଖା ଦେଇଥାଏ, ଯେମିତି କାନ ଦରଜ ହେବା, କୁଣ୍ଡେଇ ହେବା ଆଦି ସମସ୍ୟା ଦେଖା ଦେଲେ ତାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ ।

  • କାନରୁ ପାଣି ଓ ରକ୍ତ ବାହାରିବାର ଦେଖାଦେବା କ୍ୟାନସରର ଏକ ପ୍ରକାର ଲକ୍ଷଣ ହେଇପାରେ ।
  • ଇୟରଡ୍ରମ ନିଷ୍କ୍ରିୟ ହେଇଗଲେ, ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ।
  • କାନରେ ପାର୍ଶ୍ଵପ୍ରତିକ୍ରିୟା ଦେଖାଦେବା
  • କମ ଶୁଣାଯିବା
  • ବହୁ ସମୟ ଧରି କାନ କୁଣ୍ଡାଇ ହେବା
  • ମୁହଁ ଖୋଲିବା ବେଳେ କାନରେ ଦରଜ ହେବା ଆଦି କାନରେ କ୍ୟାନସର ହେବାର ପ୍ରାଥମିକ ଲକ୍ଷଣ ହେଇପାରେ । ଏଣୁ ଏସବୁ ଲକ୍ଷଣକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପ୍ରାଥମିକ ଚିକିଶ୍ଚାରୁ ଜଣେ ସୁସ୍ଥ ହେଇପାରିବ ।

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ବିଶେଷ ଲକ୍ଷଣ

ପଢନ୍ତୁ, ବାଣଫୁଟା ଉପରେ ରୋକ, ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜରିମାନା