କାନର କେଉଁ ଅଂଶ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆମ ଶରୀରରେ ସବୁ ଅଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ। ସେଥିମଧ୍ୟରୁ କାନର ମଧ୍ୟ ମୁଖ୍ୟ ଅଙ୍ଗ ଭୂମିକା ରହୁଛି। କାନର ସବୁଠାରୁ ମୁଖ୍ୟ ଅଂଶ ହେଲା ସେନ୍‌ସେଟିଭ୍‌ ଅଂଶ ପର୍ଦ୍ଦା। ଏଥିରେ ଟିକିଏ ଆଘାତ ଲାଗିଲେ ଆପଣ କାଲା ହୋଇଯିବାର ମଧ୍ୟ ଆଶଙ୍କା ରହିଥାଏ। ତେବେ ଏହା ବ୍ୟତୀତ ମଧ୍ୟ ଏପରି ବହୁତ ଗୁଡ଼ିଏ କାରଣ ଅଛି,ଯାହା କି ଆପଣଙ୍କ ବଧୀର ହେବାର ଆଶଙ୍କା ରହିଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ୧୨୫ ଡ଼େସିବଲ୍‌ ଉପରକୁ ମାଇକ୍‌ ରଖି ଲଗାତାର ଭାବରେ ଉଚ୍ଚ ସ୍ୱରରେ ଗୀତ ଶୁଣିବା ବି ମଧ୍ୟ ଆପଣଙ୍କର ବଧୀର ହେବାର କାରଣ ହୋଇଥାଏ। ନ୍ୟୁରୋମା,ପୈରାଗୈଂଗ୍ଲିୟୋମା ଏବଂ ମେନିଂଜିୟୋଗା ଭଳି ଟ୍ୟୁମର୍‌ କାରଣକୁ ନେଇ ମଧ୍ୟ ଅନେକ ଥର କାନକୁ ଶୁଣାଯିବା ମଧ୍ୟ ବନ୍ଦ ହୋଇଥାଏ।
  • ଡ଼ାଇବେଟିସ୍‌ କାରଣକୁ ନେଇ ବ୍ୟକ୍ତିଠାରେ ଦେଖାଯାଉଥିବା ନ୍ୟୁରୋପୈଥି ସମସ୍ୟା ପାଇଁ ବି ବଧୀର ହେବାର ଆଶଙ୍କା ରହିଥାଏ।ଇଅର୍‌ଫୋନ୍‌କୁ ଲମ୍ବା ସମୟ ଧରି ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ବଧିର ହେବାର ସମ୍ଭାବନା ରହିଥାଏ।
  • ବୟସର ବୃଦ୍ଧି ଯୋଗୁଁ ମଧ୍ୟ କାନର ଶିରାଗୁଡ଼ିକ ଦୁର୍ବଳ ହେବାକୁ ଲାଗିଥାଏ।ଏହାଯୋଗୁଁ ମଧ୍ୟ ବ୍ୟକ୍ତ ବଧୀର ହୋଇଥାଏ।ଏହା ଛଡ଼ା କାନ ମଧ୍ୟରେ ଲମ୍ବା ସମୟ ଧରି ମଇଳା ଜମି ରହିବା ବି ବ୍ୟକ୍ତି ବଧୀର ହେବାର କାରଣ ହୋଇଥାଏ।
  • କାନର ଠିକ୍‌ ଭାବରେ ଯତ୍ନ ନ ନେବା ଯୋଗୁଁ ଏହା ମଧ୍ୟରେ ଇନଫେକସନ୍‌ ହୋଇଥାଏ,ଯାହାକି ବ୍ୟକ୍ତି ବଧୀରତାର ଅନ୍ୟତମ କାରଣ ପାଲଟିଥାଏ।

ପଢନ୍ତୁ;

ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ? ଆସନ୍ତୁ ଜାଣିବା

ବୟସର ବୃଦ୍ଧି ଯୋଗୁଁ ମଧ୍ୟ କାନର ଶିରାଗୁଡ଼ିକ ଦୁର୍ବଳ ହେବାକୁ ଲାଗିଥାଏ - 4.2

83%

କାନର ଠିକ୍‌ ଭାବରେ ଯତ୍ନ ନ ନେବା ଯୋଗୁଁ ଏହା ମଧ୍ୟରେ ଇନଫେକସନ୍‌ ହୋଇଥାଏ,ଯାହାକି ବ୍ୟକ୍ତି ବଧୀରତାର ଅନ୍ୟତମ କାରଣ ପାଲଟିଥାଏ। - 4.6

91%
4.4/5

Very Good!

କାନର କେଉଁ ଅଂଶ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆମ ଶରୀରରେ ସବୁ ଅଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ। ସେଥିମଧ୍ୟରୁ କାନର ମଧ୍ୟ ମୁଖ୍ୟ ଅଙ୍ଗ ଭୂମିକା ରହୁଛି। କାନର ସବୁଠାରୁ ମୁଖ୍ୟ ଅଂଶ ହେଲା ସେନ୍‌ସେଟିଭ୍‌ ଅଂଶ ପର୍ଦ୍ଦା। ଏଥିରେ ଟିକିଏ ଆଘାତ ଲାଗିଲେ ଆପଣ କାଲା ହୋଇଯିବାର ମଧ୍ୟ ଆଶଙ୍କା ରହିଥାଏ। ତେବେ ଏହା ବ୍ୟତୀତ ମଧ୍ୟ ଏପରି ବହୁତ ଗୁଡ଼ିଏ କାରଣ ଅଛି,ଯାହା କି ଆପଣଙ୍କ ବଧୀର ହେବାର ଆଶଙ୍କା ରହିଛି।

No Votes Yet

You're not rated yet