News

ଭୂମିକମ୍ପ ଝଟକାରେ ଥରିଲା ଆଣ୍ଡାମାନ

earth

୪. ୮ ତୀବ୍ରତାରେ ଥରିଲା ଆଣ୍ଡାମାନ

ସୋମବାର ଭୋର୍‌ ୬ଟା ୪୪ରେ ଆଣ୍ଡାମାନ ନିକୋବରରେ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୯୫ କିଲୋମିଟର ଗଭୀରରେ ଥିଲା।

ଭୋର୍‌ ସମୟରେ ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ଯୋଗୁ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,ଫେବ୍ରୁଆରି ୨୮ ତାରିଖ ସକାଳ ୫: ୩୦ ମିନିଟ୍‌ରେ ନିକୋବର ଆଇଲାଣ୍ଡ୍‌ରେ ମଧ୍ୟ ଗୋଟାଏ ଭୂମିକମ୍ପ ହୋଇଥିଲା, ରିକ୍ଟର୍‌ସ୍କେଲ୍‌ରେ ଯାହାର ତୀବ୍ରତା ଥିଲା ୪.୮।

ପଢନ୍ତୁ; ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି

Related posts

ଆଣ୍ଡାମାନ ଓ ନିକୋବାର ଦ୍ଵୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

ସାରଥିଙ୍କ ବାରିମୂଳ ଆଶ୍ରମରେ ଇଡି

Ratnamani Moharana

ଟାଇମ ମେସିନ ତିଆରି କରି ରୁଷ ରଚିଲା ଇତିହାସ

Ratnamani Moharana

Leave a Comment