News

ଭୂକମ୍ପ:୫.୧ ତୀବ୍ରତାରେ ଥରିଲା ଆସାମ

ଆସାମରେ ଭୂକମ୍ପ

ଆଜି ଆସାମରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ନାଗାଓନ ଜିଲାଠାରୁ ୨୨ କିଲୋମିଟର ଦୂର ଧିଙ୍ଗ୍‌ଠାରେ ଥିବାର ଆକଳନ କରାଯାଇଛି।

ଏହାଦ୍ୱାରା କେହି ମୃତାହତ ହୋଇଥିବା ବା କିଛି କ୍ଷୟ କ୍ଷତି ହୋଇଥିବାର ରିପୋର୍ଟ ହଠାତ୍‌ ମଳି ପାରି ନାହିଁ। ଉତ୍ତରକୁ ୨୬. ୨ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବକୁ ୯୨. ୫ ଦ୍ରାଘିମା ହେଉଛି ଏହାର କେନ୍ଦ୍ରସ୍ଥଳ।

ପଢନ୍ତୁ; ରବିବାର ଦିନ କରନ୍ତୁ ଏହି କାର୍ଯ୍ୟ ,ଦୂର ହେବ ଅନେକ ସମସ୍ୟା

Related posts

କୋଚିରେ ଖୋଲିଛି ଦେଶର ପ୍ରଥମ କିନ୍ନରଙ୍କ ସ୍କୁଲ,ଅଧାରୁ ପାଠ ଛାଡ଼ୁଥିବା କିନ୍ନରଙ୍କୁ ମିଳିବ ଶିକ୍ଷାର ସୁଯୋଗ!

ENO Beuro

ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଧାରଣା

ENO Beuro

ଆଜି ଗଡିବନି ଅଟୋ ଓ ଟ୍ୟାକ୍ସି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More