Loading...

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ୨ ଭୂ-କମ୍ପ

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ୨ ଭୂ-କମ୍ପ

୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବ‌ଙ୍ଗୋପସାଗରରେ ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା।

୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବ‌ଙ୍ଗୋପସାଗରରେ ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ବାଂଲାଦେଶର ଢାକାରେ କିଛି ମାତ୍ରାରେ ଏହାର କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସେହିପରି ଗତରାତିରେ ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଭୂ-କମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୪.୨ ରହିଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ଦୂରତା ଯାଏ କମ୍ପନ ସୃଷ୍ଟି ହୋଇଥିଲା। ଦୁଇଟିଯାକ ଭୂ-କମ୍ପର ତୀବ୍ରତା କମ୍‌ ଓ ଗଭୀରତା ଅଧିକ ଥିବାରୁ ଏହାର କୌଣସି ପ୍ରଭାବ ଦେଖାଯାଇନାହିଁ କିମ୍ବା ସୁନାମି ଭଳି ପରିସ୍ଥିତି ବି ସୃଷ୍ଟି ହୋଇନାହିଁ।୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବ‌ଙ୍ଗୋପସାଗରରେ ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ବାଂଲାଦେଶର ଢାକାରେ କିଛି ମାତ୍ରାରେ ଏହାର କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସେହିପରି ଗତରାତିରେ ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଭୂ-କମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୪.୨ ରହିଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ଦୂରତା ଯାଏ କମ୍ପନ ସୃଷ୍ଟି ହୋଇଥିଲା। ଦୁଇଟିଯାକ ଭୂ-କମ୍ପର ତୀବ୍ରତା କମ୍‌ ଓ ଗଭୀରତା ଅଧିକ ଥିବାରୁ ଏହାର କୌଣସି ପ୍ରଭାବ ଦେଖାଯାଇନାହିଁ କିମ୍ବା ସୁନାମି ଭଳି ପରିସ୍ଥିତି ବି ସୃଷ୍ଟି ହୋଇନାହିଁ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.