ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା।
୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ବାଂଲାଦେଶର ଢାକାରେ କିଛି ମାତ୍ରାରେ ଏହାର କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସେହିପରି ଗତରାତିରେ ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଭୂ-କମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର୍ ସ୍କେଲ୍ରେ ୪.୨ ରହିଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ଦୂରତା ଯାଏ କମ୍ପନ ସୃଷ୍ଟି ହୋଇଥିଲା। ଦୁଇଟିଯାକ ଭୂ-କମ୍ପର ତୀବ୍ରତା କମ୍ ଓ ଗଭୀରତା ଅଧିକ ଥିବାରୁ ଏହାର କୌଣସି ପ୍ରଭାବ ଦେଖାଯାଇନାହିଁ କିମ୍ବା ସୁନାମି ଭଳି ପରିସ୍ଥିତି ବି ସୃଷ୍ଟି ହୋଇନାହିଁ।୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ବାଂଲାଦେଶର ଢାକାରେ କିଛି ମାତ୍ରାରେ ଏହାର କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସେହିପରି ଗତରାତିରେ ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଭୂ-କମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର୍ ସ୍କେଲ୍ରେ ୪.୨ ରହିଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ଦୂରତା ଯାଏ କମ୍ପନ ସୃଷ୍ଟି ହୋଇଥିଲା। ଦୁଇଟିଯାକ ଭୂ-କମ୍ପର ତୀବ୍ରତା କମ୍ ଓ ଗଭୀରତା ଅଧିକ ଥିବାରୁ ଏହାର କୌଣସି ପ୍ରଭାବ ଦେଖାଯାଇନାହିଁ କିମ୍ବା ସୁନାମି ଭଳି ପରିସ୍ଥିତି ବି ସୃଷ୍ଟି ହୋଇନାହିଁ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।