LIFESTYLE

କେଉଁ ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ! ଜାଣନ୍ତୁ ସେ ସମ୍ପର୍କରେ

By ENO Beuro

June 23, 2018

ଅଧିକ ବୟସ ହେବା ପରେ ପ୍ରାୟ ଲୋକଙ୍କ ଶରୀରରୁ ଜରୁରୀ ହେଉଥିବା ନ୍ୟୁଟ୍ରିସନ୍‌, ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହୋଇଯାଏ। ଏମିତିରେ ଶରୀରର ଗଠନ, ଯେମିତିକି ଓଜନ ବଢ଼ିବା, ମାଂସପେଷୀ ଦୁର୍ବଳ ହେବା, ହୃଦ୍‌ଜନିତ ସମସ୍ୟା, ମୁହଁରେ ରିଙ୍କଲ୍‌ସ ଦେଖାଯିବା ଓ ମଧୁମେହ ଆଦି ସମସ୍ୟା ଦେଖା ଦେଇଥାଏ। ଦୈନନ୍ଦିନ ଜୀବନରେ ଖାଉଥିବା କିଛି ଖାଦ୍ୟ ସାହାଯ୍ୟରେ ପୁଣି ସ୍ୱାସ୍ଥ୍ୟକୁ ନିରୋଗ ଓ ଚେହେରାରେ ଚମକ୍‌ କେମିତି ଆଣିବେ।

ଜାଣନ୍ତୁ ଏହି ଖାଦ୍ୟ ସମ୍ପର୍କରେ-

ପଢନ୍ତୁ;

ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଜାଣନ୍ତୁ