LIFESTYLE

ଜିମ୍‌କୁ ଯିବା ପୂର୍ବରୁ ସେବନ କରନ୍ତୁ ଏହି ଫଳ , ମିଳିବ ଅନେକ ଫାଇଦା

ନିଜକୁ ଫିଟ ରଖିବାକୁ ସମସ୍ତେ ଚାହିଁଥାନ୍ତି। ସେଥିଲାଗି ସମସ୍ତେ ଜିମ କିମ୍ବା ମର୍ନିଂ ୱୋର୍କ ଯାଇଥାନ୍ତି। ସେହି ସମୟରେ ଆମେ ଖାଲି ପେଟରେ ଯାଇଥାଉ। ଅନେକ ଲୋକ ଭାବନ୍ତି ଓ୍ଵାର୍କ ଆଉଟ୍‌ ପୂର୍ବରୁ କିଛି ଖାଇଲେ ପେଟରେ ଯନ୍ତ୍ରଣା ହୁଏ । କିନ୍ତୁ ସେଭଳି କିଛି ହୁଏ ନାହିଁ।

ଜିମ୍‌କୁ ଯିବା ପୂର୍ବରୁ କଦଳୀ ବା ସେଓ ସେବନ କରିବା ପାଇଁ ଡକ୍ଟର ପରାମର୍ଶ  ଦେଇଥାଏ। ଏହା ଆପଣଙ୍କ ଶରୀରପାଇଁ ଷ୍ଟିମୁଲେଟର୍‌ ଭଳି କାମ କରିଥାଏ । ଅର୍ଥାତ ଏହା ଆମକୁ ଶକ୍ତି ଯୋଗାଇଥାଏ । ବିଶେଷଜ୍ଞମାନଙ୍କ ଅନୁଯାୟୀ କିଛି ନ ଖାଇ ବ୍ୟାୟାମ କରିବା ଆମ ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହଁ । ଏଣୁ ଜିମ୍‌ ଯିବା ପୂର୍ବରୁ କଦଳୀ ବା ସେଓ ଖାଆନ୍ତୁ।

କଦଳୀରେ ଉପଯୁକ୍ତ ମାତ୍ରାରେ କାର୍ବସ, ପ୍ରୋଟିନ୍‌ ଓ ଫାଇବର୍‌ ଥାଏ।

ଯଦି ଆପଣ ଜିମ୍‌ ଯିବା ପୂର୍ବରୁ କଦଳୀ ବା ସେଓ ସେବନ କରନ୍ତି, ତେବେ ଆପଣଙ୍କର ବ୍ଲଡ୍‌ ଗ୍ଲୁକୋଜ୍‌ ଲେବଲ୍‌ ଠିକ୍‌ ରହେ । ଏହାଛଡ଼ା ସେଓ ଓ କଦଳୀ ରେ ପୋଟାସିଅମ୍‌ ମଧ୍ୟ ଥାଏ, ଯାହା ଶରୀର ପାଇଁ ବ୍ୟାୟାମ ପୂର୍ବରୁ ଅଧିକ ଜରୁରୀ।

ଖାଲିପେଟରେ ଜିମ୍‌ ଗଲେ ଅଧିକ କ୍ୟାଲୋରି ବର୍ଣ୍ଣ ହେବା ସହିତ ବ୍ଲଡ ସୁଗାର ସ୍ତର ମଧ୍ୟ କମ୍‌ ହୋଇଥାଏ । ଏହା ସହିତ ଶରୀରରେ ପ୍ରୋଟିନ୍‌ ଲସ୍‌ ବି ହୋଇଥାଏ।

ପଢନ୍ତୁ;ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଛନ୍ତି କି ? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

Related posts

କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

ENO Beuro

ଶରୀରରେ ଅନାବଶ୍ୟକ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ ପନିର!

ENO Beuro

ଆପଣ ଜାଣିଛନ୍ତି କି ? ସ୍ଵାମୀକୁ ପରେମେଶ୍ଵର ବୋଲି କାହିଁକି କୁହାଯାଇଥାଏ ! ଜାଣନ୍ତୁ

ENO Beuro

1 comment

Leave a Comment