Featured

କଣ ଆପଣ ବି ନଡିଆ ପସନ୍ଦ କରନ୍ତି କି ଜାଣନ୍ତୁ ନଡ଼ିଆ ଖାଇବା ଦ୍ଵାରା ଶିତ ଦିନେ କଣ ଲାଭ ମିଳିଥାଏ

ଆସନ୍ତୁ ଜାଣିବା ନଢିଆ ଖାଇଲେ କଣ ହୁଏ

ନଡ଼ିଆ  ଖାଇଲେ ସେଥିରୁ ବହୁତ ଲାଭ ମିଳିଥାଏ ।

ଗରମ ଦିନ ହଉ କିମ୍ବା ସୀତା ଦିନ ନଡ଼ିଆ ଖାଇବା ଦେହ ପ୍ରତି ବହୁତ ଲାଭଦାୟକ।

ନଡ଼ିଆ ତେଲେ ଲଗାଇଲେ ଚୁଟି ଝାଡ଼ିବା ବନ୍ଧ ହବ ସହ ଚୁଟି ଲମ୍ବା ମଧ୍ୟ ହୋଇଥାଏ।

ଚେହେରାରେ ପ୍ରତିଦିନ ଦୁଇଥର ନଡ଼ିଆ ପାଣିରେ ଧୋଇଲେ ମୁଁହରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ। 25 ଗ୍ରାମ ସୁଖିଥିବା ନଡ଼ିଆ ଓ ଆଉ ମିଶ୍ରି ସୁର୍ଯ ଉଦୟ ପୂର୍ବରୁ ଖାଇଲେ ମୁଣ୍ଡ ବିନ୍ଧାରୁ ମୁକ୍ତ୍ୟ ମିଳିଥାଏ।  ନଡ଼ିଆ ତେଲରେ ଦୁଇଟି ଲେମ୍ବୁ ଚିପୁଡ଼ିକି ମାଲିସ କରିଲେ କୁଣ୍ଡିଆ ଠାରୁ ମୁକ୍ତି ମିଳିଥାଏ .

ନଡ଼ିଆ ପାଣି ହଉ କି ନଡ଼ିଆ ତେଲ ହଉ କିମ୍ବା ପୈଦା ହଉ ଏହା ସବୁ ସମୟରେ ଦେହ ପାଇଁ ଭଲ ହେଇଥାଏ।

ପଢନ୍ତୁ ;

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

Related posts

ଆପଣ ଅଧିକ ଚିନି ଖାଆନ୍ତି କି ?ଏହା ଶରୀର ପାଇଁ କ୍ଷତିକାରକ ଅଟେ । ଜାଣନ୍ତୁ ଏହାର କାରଣ କ’ଣ

ENO Beuro

ଖୁସି ଖବର ! ବଢିବାକୁ ଯାଉଛି ଆପଣଙ୍କ ଦରମା , ଜାଣିରଖନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ ଦରମା?

ENO Beuro

ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ଇ-ୱାଲେଟ୍ ସେବା

ENO Beuro

1 comment

Leave a Comment