LIFESTYLE

ଆପଣଙ୍କୁ ୩ ଗୋଟି ରୋଗରୁ ମୁକ୍ତ ରଖିବ ପାଚିଲା ଅମୃତଭଣ୍ଡା: ଜାଣନ୍ତୁ କିପରି

papaya

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ଏହା ସମସ୍ତେ ଜାଣନ୍ତି। ମାତ୍ର ଏମିତି କିଛି ଫଳ ଅଛି ଯାହାର ଉପକାର ବିଷୟରେ ଜ୍ଞାନ ନଥାଇ ମଧ୍ୟ ଆମେ ଏହାକୁ ପ୍ରତିଦିନ ବ୍ୟବହାର କରିଥାଉ। ରୋଷେଇ ଘରେ ବ୍ୟବହୃତ ହେଉଥିବା ପରିବା ମଧ୍ୟରେ ଭଣ୍ଡା  ଗୋଟିଏ। ଭଣ୍ଡାକୁ କଞ୍ଚା ଖାଇଲେ ଲାଭ ମିଳିଥାଏ , ଅଧାଲୋକେ ଅସନ୍ତୁଳିତ ସମୟରେ ଖାଇବା ଓ ଅଫିସ୍ ରେ ଲମ୍ବା ସମୟ ଯାଏଁ ବସିକରି କାମ କରିବା କାରଣରୁ ଶରୀରରେ ଓଜନ ବୃଦ୍ଧି ପାଇଥାଏ , ସବୁ ଦିନ ସକାଳୁ ଅମୃତଭଣ୍ତାର ସେବନ ଦ୍ୱାରା ଓଜନ କମାଯାଇପାରିବ। ତେବେ ଆଜି ଆମେ ଜାଣିବା ପାଚିଲାଭଣ୍ଡା ଖାଇବା ଦ୍ଵାରା ଆମକୁ କି ଫାଇଦା ମିଳିଥାଏ….

୧) ଅମୃତଭଣ୍ତାରେ ଉଚ୍ଚ ମାତ୍ରାରେ ଫାଇବର୍, ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡେଣ୍ଟ ଥାଏ ଏହା ଦ୍ଵାରା ଆମ ଶରୀର କୋଲେଷ୍ଟ୍ରୋଲ୍ନ ନିୟନ୍ତ୍ରଣ ରହିଥାଏ।
୨) ଅମୃତଭଣ୍ତାରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଥାଏ।


୩) ଅମୃତଭଣ୍ତାର ସେବନରେ ପାଚନ ତନ୍ତ୍ର ସକ୍ରିୟ ହୋଇଥାଏ। ଅମୃତଭଣ୍ତାରେ ବହୁତ ପାଚକ ଏଞ୍ଜାମିନ୍ ଥାଏ , ଯାହା ବହୁତ ଡାଏଟ୍ରି ଫାଇବର୍ସ ହୋଇଥାଏ ,ଏହି କାରଣରୁ ପାଚନ କ୍ରିୟା ସଠିକ୍ ହୋଇଥାଏ
୪) ଯେଉଁ ଛୁଆ କମ୍ ବୟସରୁ ଚଷମା ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଅମୃତଭଣ୍ତା ସହ ଲେମ୍ବୁ ବହୁତ ଉପକାରୀ ହୋଇଥାଏ ।
ପଢନ୍ତୁ: ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ : ଆସନ୍ତୁ ଜାଣିବା କିପରି

Related posts

ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ପିଆଜ ଚା ପିଇବା ଦ୍ଵାରା କେଉଁ ରୋଗରୁ ଉପଶମ ମିଳିଥାଏ ଜାଣନ୍ତୁ ?

ENO Beuro

ରାତ୍ରିଭୋଜନରେ ବେଶି ଖାଦ୍ୟ ଗ୍ରହଣ କରୁଛନ୍ତି କି ? ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ! ଜାଣନ୍ତୁ ଏହାର କାରଣ

ENO Beuro

Leave a Comment