• Home
  • LIFESTYLE
  • ସକାଳେ ମିଠା ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ ଜାଣନ୍ତୁ?
LIFESTYLE

ସକାଳେ ମିଠା ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ ଜାଣନ୍ତୁ?

ଅଧିକାଂଶ ଲୋକ ମିଠା ଖାଇବାକୁ ଭଲ ପାଇଥାନ୍ତି। ଅଧିକ ମିଠା ଖାଇବା ଭଲ ନୁହେଁ ବୋଲି ଆପଣ ଜାଣିଥିବେ। କିନ୍ତୁ ସକାଳେ ମିଠା ଖାଇବା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ।

ସକାଳେ ମିଠା ଖାଇବା ଦ୍ଵାରା ଓଜନ ହ୍ରାସ ହୋଇଥାଏ।

ଏକ ଗବେଷଣାରୁ ଏହି ସିଦ୍ଧାନ୍ତରେ ପହ୍ନଚିଛୁ ଯେ , ମୋଟା ଲୋକଙ୍କୁ ଦୁଇ ଦଳରେ ବିଭକ୍ତ କରାଯାଇ, ଗୋଟିଏ ଦଳର ବ୍ୟକ୍ତିଙ୍କୁ ଦୈନିକ ଜଳଖିଆରେ ମିଠା ଦିଆଯାଇଥିଲା। ସେମାନେ ଜଳଖିଆରୁ ଦୈନିକ ପାଉଥିଲେ ୬୦୦ କ୍ୟାଲୋରି ପାଉଥିଲେ। ଆର ଦଳ ପାଉଥିଲେ ୩୦୦ କ୍ୟାଲୋରି। ୧୬ ସପ୍ତାହ ପରେ ଉଭୟ ଦଳର ବ୍ୟକ୍ତିମାନେ ୧୪ କିଲୋଗ୍ରାମ୍‌ ଲେଖାଏଁ ହରାଇଥିବା ଦେଖାଗଲା। ତେବେ ପରବର୍ତ୍ତୀ ୧୬ ସପ୍ତାହରେ ପରିଣାମ ମିଠା ଖାଉଥିବା ବ୍ୟକ୍ତିଙ୍କ ସପକ୍ଷରେ ଯାଇଥିଲା। ସେମାନେ ଆଉ ୭ କିଲୋଗ୍ରାମ୍‌ ଲେଖାଏଁ ହରାଇଲେ।

ଅଳ୍ପ କ୍ୟାଲୋରି ପାଉଥିବା ବ୍ୟକ୍ତିଙ୍କର ଓଜନ ୯ କିଲୋଗ୍ରାମ୍‌ ଲେଖାଏଁ ବଢ଼ିଥିବା ଦେଖାଗଲା। ସକାଳୁ ଅଧିକ କ୍ୟାଲୋରି ଦେହକୁ ଯିବା ଭଲ। ଏହା ଦ୍ଵାରା ମେଟାବୋଲିଜିମ୍‌ ସକ୍ରିୟ ରହେ ଏବଂ ଗଚ୍ଛିତ କ୍ୟାଲୋରି ନଷ୍ଟ ହୁଏ।

ସକାଳେ ମିଠା ଥିବା ଜଳଖିଆ ଖାଇଲେ, ଭୋକ କରାଉଥିବା ଘ୍ରିଲିନ୍‌ ହର୍‌ମୋନ୍‌ କ୍ଷରଣ ନିୟନ୍ତ୍ରଣରେ ରହେ। ଫଳରେ ବାରମ୍ବାର ଭୋକ ହୁଏନାହିଁ କି ଅଧିକ ଖାଇବାକୁ ଇଚ୍ଛା ହୁଏନାହିଁ।

ସକାଳେ ମିଠା ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ ଜାଣନ୍ତୁ? sweets

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ଜାଣନ୍ତୁ ?

Related posts

ଆସନ୍ତୁ ଜାଣିବା ଅଦାର ଔଷଧିୟ ଗୁଣ

Krishna Kumar Manoj

ସକାଳୁ ଆଲାର୍ମ ବାଜିବା ପରେ ବି ପୁଣି ସୋଇପଡୁଛନ୍ତି କି ? ତେବେ ଆପଣନ୍ତୁ ଏହି ଉପାୟ

Krishna Kumar Manoj

ଏକାସଙ୍ଗରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ ! ନଚେତ ପଡ଼ିପାରନ୍ତି ଅସୁବିଧାରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More