ଆଜି ଠାରୁ ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ
UPSC ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆଜି ଠାରୁ ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେଉଛି । ଇଚ୍ଛୁକ ପ୍ରାର୍ଥୀ upsconline.nic.in କୁ ଯାଇ ଆବେଦନ କରିପାରିବେ ।