Loading...

ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବନ୍ଦିସାହି-ମୁଟୁଣିଆସ୍ଥିତ ୟୁଜିଏମ୍‌ଏସ୍ ବିଦ୍ୟାପୀଠ ସେଲ୍‌ଫ ସେଣ୍ଟର ହୋଇଥିବାରୁ ଦଶମ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଦେଉଛନ୍ତି।

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫ‌ିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି।

ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା: ଆଜିଠୁ ଆବେଦନ, ୨୨ରେ ମେଧା ତାଲିକା

ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା: ଆଜିଠୁ ଆବେଦନ, ୨୨ରେ ମେଧା ତାଲିକା

ଆଜି(ସୋମବାର)ଠାରୁ ସାମ୍‌ସ ୱେବସାଇଟ୍‌ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ ଏବଂ ଆଗ୍ରହୀ ଛାତ୍ରଛାତ୍ରୀ ୧୭ ତାରିଖ ସୁଦ୍ଧା ଆବେଦନ କରିପାରିବେ

ଏଣିକି ସ୍କୁଲରେ ମିଳିବ କ୍ୟାରିୟର ପାଇଁ କୋଚିଂ

ଏଣିକି ସ୍କୁଲରେ ମିଳିବ କ୍ୟାରିୟର ପାଇଁ କୋଚିଂ

ସ୍କୁଲରେ ମାଗଣା କୋଚିଂ, ଉପକୃତ ହେବେ ଗରିବ ମେଧାବୀ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ସମସ୍ୟା ବାଧା ସୃଷ୍ଟି କରେ । ଅର୍ଥାଭାବ ଯୋଗୁଁ କୋଚିଂ ନେଇପାରନ୍ତିନି ମେଧାବୀ ।

ଯୁକ୍ତ୨ ପରୀକ୍ଷା ପାଇଁ ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ

ଯୁକ୍ତ୨ ପରୀକ୍ଷା ପାଇଁ ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ

୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୩ରୁ ମାଟ୍ରିକ୍ ଏସ୍ଏ-୧ ପରୀକ୍ଷା: ପରୀକ୍ଷା ଦେବେ ୫,୩୨,୭୧୨ ଛାତ୍ରଛାତ୍ରୀ

୨୩ରୁ ମାଟ୍ରିକ୍ ଏସ୍ଏ-୧ ପରୀକ୍ଷା: ପରୀକ୍ଷା ଦେବେ ୫,୩୨,୭୧୨ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନଭେମ୍ବର ୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫ‌ିକେଟ୍‌ (ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍ଏ-୧) ପରୀକ୍ଷା ଅନୁ‌ଷ୍ଠିତ ହେବ।

ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ପ୍ରଶ୍ନ ୟୁଟ୍ୟୁବରେ ଭାଇରାଲ ଘଟଣାର ତଦନ୍ତ ନିର୍ଦେଶ

ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ପ୍ରଶ୍ନ ୟୁଟ୍ୟୁବରେ ଭାଇରାଲ ଘଟଣାର ତଦନ୍ତ ନିର୍ଦେଶ

ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ପ୍ରଶ୍ନ ୟୁଟ୍ୟୁବରେ ଭାଇରାଲ ହେଉଛି । ଯେଉଁ ଦିନ ପରୀକ୍ଷା ତାର କିଛି ଘଣ୍ଟା ପୂର୍ବରୁ ଭିଡିଓ ମାଧ୍ୟମରେ ପ୍ରଶ୍ନ ଏବଂ ଉତ୍ତରକୁ ଏକ ଭିଡିଓ କରି ୟୁଟ୍ୟୁବ ମାଧ୍ୟମରେ ଅପଲୋଡ଼ କରାଯାଉଛି ।

ୟୁଜିସିର ନିଷ୍ପତି ପରେ ବି ଦ୍ୱୈତ ଡିଗ୍ରି ବ୍ୟବସ୍ଥାରୁ ବଞ୍ଚିତ ଛାତ୍ରଛାତ୍ରୀ

ୟୁଜିସିର ନିଷ୍ପତି ପରେ ବି ଦ୍ୱୈତ ଡିଗ୍ରି ବ୍ୟବସ୍ଥାରୁ ବଞ୍ଚିତ ଛାତ୍ରଛାତ୍ରୀ

ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଜାରି କରିଛନ୍ତି।

>