Loading...

ଶିକ୍ଷା ଓ ନିଯୁକ୍ତି

ନକଲି ଶିକ୍ଷକ ସାବଧାନ: ପୁଣି ଥରେ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ

ନକଲି ଶିକ୍ଷକ ସାବଧାନ: ପୁଣି ଥରେ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ

କିଏ ଜାଲ ଶିକ୍ଷାଗତ ଯୋଗ୍ୟତା ତ କିଏ ମିଛ ଜାତିଗତ ପ୍ରମାଣପତ୍ର ଦେଇ ହାତେଇଛନ୍ତି ଶିକ୍ଷକ ପଦ । ପୁଣି କିଏ ନକଲି ବା କଳା ତାଲିକା ଭୁକ୍ତ ବିଶ୍ବବିଦ୍ୟାଳୟରୁ ଆଣିଛନ୍ତି ବିଏଡ୍ ସାର୍ଟିଫିକେଟ୍ ।

ଓଡ଼ିଆ ବିଭାଗ ସମ୍ମାନ(ଅନର୍ସ) ନେଇ ସ୍ନାତକ ଶିକ୍ଷା ଗ୍ରହଣ କଲେ କୌଣସି ଫି’ ଦେବେନି ଛାତ୍ରଛାତ୍ରୀ

ଓଡ଼ିଆ ବିଭାଗ ସମ୍ମାନ(ଅନର୍ସ) ନେଇ ସ୍ନାତକ ଶିକ୍ଷା ଗ୍ରହଣ କଲେ କୌଣସି ଫି’ ଦେବେନି ଛାତ୍ରଛାତ୍ରୀ

ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ସରକାରୀ ଡିଗ୍ରି କଲେଜ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସମ୍ମାନ(ଅନର୍ସ) ନେଇ ସ୍ନାତକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।

ଡିସେମ୍ବରରୁ CTET, ଆସନ୍ତା 31ରୁ ଆବେଦନ

ଡିସେମ୍ବରରୁ CTET, ଆସନ୍ତା 31ରୁ ଆବେଦନ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Centeral Board Of Secondary Education) ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଆସନ୍ତା‌ ଡିସେମ୍ବରରୁ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ ।

ମାର୍ଚ୍ଚରେ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା

ମାର୍ଚ୍ଚରେ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା

୨୦୨୩ ମାର୍ଚ୍ଚ ମାସରେ ଯୁକ୍ତ୨ ଥିଓରି ପରୀକ୍ଷା। ତା’ ପୂର୍ବରୁ ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ, ୪ ବାଧ୍ୟତା ମୂଳକ ବିଷୟ

ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ, ୪ ବାଧ୍ୟତା ମୂଳକ ବିଷୟ

ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଆସିଲା ସଂସ୍କାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାମିଲ୍ ହେଲା ଆଉ ଚାରିଟି ବିଷୟ । ଯାହାକି ବାଧ୍ୟତା ମୂଳକ ରହିବ ।

ଏଣିକି ଷ୍ଟାଫ୍‌ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି

ଏଣିକି ଷ୍ଟାଫ୍‌ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି

ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ ।

ଓଡ଼ିଆରେ OAS ପରୀକ୍ଷା ନିଷ୍ପତି ପରେ ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

ଓଡ଼ିଆରେ OAS ପରୀକ୍ଷା ନିଷ୍ପତି ପରେ ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ଇଣ୍ଟଭର୍ୟୁ । ସବୁ କିଛି ଏବେ ଓଡ଼ିଆରେ ହେବ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍‌ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ ।

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ଵାନ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟରେ ଆବେଦନ କରିବେ।

>