Loading...

ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ପରୀକ୍ଷା: ସାମ୍‌ସ ଇ-ସ୍ପେସ୍‌ରେ ଆସିଲା ଆଡମିଟ୍‌ କାର୍ଡ

ଯୁକ୍ତ୨ ପରୀକ୍ଷା: ସାମ୍‌ସ ଇ-ସ୍ପେସ୍‌ରେ ଆସିଲା ଆଡମିଟ୍‌ କାର୍ଡ

ଫେବ୍ରୁଆରି ପହିଲାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଜାରି ହୋଇଛି।

ଶିକ୍ଷୟିତ୍ରୀ ପିନ୍ଧିବେ ମଠା ଶାଢ଼ି

ଶିକ୍ଷୟିତ୍ରୀ ପିନ୍ଧିବେ ମଠା ଶାଢ଼ି

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ବହୁ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁ୍ତ କରିଛନ୍ତି।

ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୨୯ ସୁଦ୍ଧା କଲେଜରେ ପହଞ୍ଚିବ ପରୀକ୍ଷା ମାଟେରିଆଲ୍ସ

ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୨୯ ସୁଦ୍ଧା କଲେଜରେ ପହଞ୍ଚିବ ପରୀକ୍ଷା ମାଟେରିଆଲ୍ସ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖରେ ଶେଷ ହେବ । ସେହିପରି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ 1 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଯାଏଁ ଚାଲିବ ।

୨୦୨ ହବ୍‌ରେ ପରୀକ୍ଷା ଦେବେ ଯୁକ୍ତଦୁଇ ଛାତ୍ରଛାତ୍ରୀ

୨୦୨ ହବ୍‌ରେ ପରୀକ୍ଷା ଦେବେ ଯୁକ୍ତଦୁଇ ଛାତ୍ରଛାତ୍ରୀ

ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌) ତାଲିକା ଚୂଡ଼ାନ୍ତ ହୋଇଛି। ଏଥର ବି ରାଜ୍ୟର ୨୦୨ଟି ହବ୍‌ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏଣିକି ମାର୍ଚ୍ଚ ସୁଦ୍ଧା ବାହାରିବ ଡାକ୍ତରୀ ପରୀକ୍ଷା ଫଳ

ଏଣିକି ମାର୍ଚ୍ଚ ସୁଦ୍ଧା ବାହାରିବ ଡାକ୍ତରୀ ପରୀକ୍ଷା ଫଳ

ଏଣିକି ଡାକ୍ତରୀ ପାଠ୍ୟକ୍ରମ (ଏମବିବିଏସ ଓ ବିଡିଏସ) ପରୀକ୍ଷା ଫଳର ସମ୍ପୂର୍ଣ୍ଣ ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ଶେଷ ହେବ। କୌଣସି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟସ୍ତରରେ ଯେଭଳି ଏହି ପରୀକ୍ଷା ବିଳମ୍ବ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ପତ୍ର ଲେଖି ଅବଗତ କରାଯାଇଛି।

ପ୍ରକାଶ ପାଇଲା ମାଟ୍ରିକ୍ ମଧ୍ୟମା ଏସ୍‌ଏ-୧ ପରୀକ୍ଷାଫଳ

ପ୍ରକାଶ ପାଇଲା ମାଟ୍ରିକ୍ ମଧ୍ୟମା ଏସ୍‌ଏ-୧ ପରୀକ୍ଷାଫଳ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍‌) ଓ ମଧ୍ୟମା(ସଂସ୍କୃତ ଟୋଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ଫଳାଫଳ ପ୍ରକାଶ ପାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଟାବୁଲେସନ ରେଜିଷ୍ଟର(ଟିଆର୍‌) ନିଜ ସ୍କୁଲ୍‌ କୋଡ୍‌ ଓ ପାସ୍‌ୱାର୍ଡ ବ୍ୟବହାର କରି ଡାଉନ୍‌ଲୋଡ୍‌ କରିପାରିବେ।

ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ, ଆଜିଠୁ ପଠାଗଲା ପାଠ୍ୟପୁସ୍ତକ

ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ, ଆଜିଠୁ ପଠାଗଲା ପାଠ୍ୟପୁସ୍ତକ

ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି।

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମର ନୂଆ ବିଷୟକୁ ନେଇ ଦ୍ବନ୍ଦ୍ବରେ ମାଟ୍ରିକ ପରୀକ୍ଷାର୍ଥୀ

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମର ନୂଆ ବିଷୟକୁ ନେଇ ଦ୍ବନ୍ଦ୍ବରେ ମାଟ୍ରିକ ପରୀକ୍ଷାର୍ଥୀ

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମ ପ୍ରକାଶ ପାଇଲା। ଶିକ୍ଷାବର୍ଷ ସରିବାକୁ ବସିଥିଲେ ବି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ନୂଆ ବିଷୟ ଯୁକ୍ତ ବହି ଛାପି ପାରିଲେ ନାହିଁ।

>