Loading...

ଶିକ୍ଷା ଓ ନିଯୁକ୍ତି

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବେ ଯୋଗୀ ସରକାର

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବେ ଯୋଗୀ ସରକାର

ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୁଣି କରିବେ ଚାକିରି। ଏହି ସୁଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାଜ୍ୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ମେଣ୍ଟର ରୂପେ ନିଯୁକ୍ତ କରାଯିବ।

୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ଓଡ଼ିଶା ସିଭିଲ ସର୍ଭିସ ଆଶୟୀ ଛାତ୍ରଛାତ୍ରୀ

୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ଓଡ଼ିଶା ସିଭିଲ ସର୍ଭିସ ଆଶୟୀ ଛାତ୍ରଛାତ୍ରୀ

ଆଜି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏଣିକି ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

OAS ଭଳି ଓଡିଆରେ ହେବ OCS ପରୀକ୍ଷା

OAS ଭଳି ଓଡିଆରେ ହେବ OCS ପରୀକ୍ଷା

OCS ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି OCSରେ ଗୋଟିଏ ଅପ୍ସନାଲ୍। ଓଡ଼ିଶା ସିଭିଲ ସର୍ଭିସେସ୍ ଏକଜାମ୍ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି।

ଓଡ଼ିଶାରେ ବୈଧ ଆନ୍ଧ୍ର ବିଏଡ୍‌

ଓଡ଼ିଶାରେ ବୈଧ ଆନ୍ଧ୍ର ବିଏଡ୍‌

ଓଡ଼ିଶାରେ ଶିକ୍ଷକତା ପାଇଁ ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌ ଅବୈଧ ନୁହେଁ। ଆନ୍ଧ୍ର ପ୍ରଦେଶ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍‌ ପାଠ୍ୟକ୍ରମର କୃତୀ ଛାତ୍ରଛାତ୍ରୀ ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଚାକିରି କରିପାରିବେ।

ଏଣିକି ଓଡ଼ିଆ ଭାଷାରେ ଓଏଏସ୍‌ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ଏଣିକି ଓଡ଼ିଆ ଭାଷାରେ ଓଏଏସ୍‌ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି। ଯାହାକି ବର୍ତ୍ତମାନ ୨୨ରେ ପହଞ୍ଚିଛି। ମାତ୍ର ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନଥିବାରୁ ଭାଷାପ୍ରେମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏକାଦଶ ପାଠପଢା (Plus two class) । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and mass education minister Samir Dash ।

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ, ଘରୋଇ ସଂସ୍ଥା ଦ୍ୱାରା ପିଲାଏ ପଢ଼ିବେ ପାଠ

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ, ଘରୋଇ ସଂସ୍ଥା ଦ୍ୱାରା ପିଲାଏ ପଢ଼ିବେ ପାଠ

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । କୋଭିଡ ପାଇଁ ଦୁଇ ବର୍ଷର ଶିକ୍ଷାରେ ହୋଇଥିବା କ୍ଷତି ଭରଣା ପାଇଁ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ ଜରିଆରେ ଏକ୍ସଟ୍ରା କ୍ଲାସରେ ପାଠ ପଢିବେ ଛାତ୍ରଛାତ୍ରୀ ।

ଆଜିଠୁ ଆରମ୍ଭ ହେଲା ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଆଜିଠୁ ଆରମ୍ଭ ହେଲା ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୩ରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଡିଷ୍ଟାନ୍ସ ଏଜୁକେସନ୍‌ ବିଭାଗର ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ।

>