Loading...

ଶିକ୍ଷା ଓ ନିଯୁକ୍ତି

ଗ୍ରୀଷ୍ମ ପ୍ରବାହ ପାଇଁ କାଲିଠାରୁ ମଇ ୨ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ

ଗ୍ରୀଷ୍ମ ପ୍ରବାହ ପାଇଁ କାଲିଠାରୁ ମଇ ୨ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ

ଆସନ୍ତାକାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ତେବେ ପରୀକ୍ଷା, ମୂଲ୍ୟାୟନ ଆଦି ଜାରି ରହିବ।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ପରୀକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆଜିଠାରୁ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌।

ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା

ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ଅଫଲାଇନ ମୋଡରେ ହେବାକୁ ଥିବା ଏହି ପରୀକ୍ଷା ପ୍ରାୟ ୫୦ ଦିନ ଚାଲିବ ।

ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠିତ

ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠିତ

କେନ୍ଦ୍ରୀୟ ଜୋ‌ନ୍‌ ସ୍କ୍ବାଡ୍‌ରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୦ ଜଣ ଲେଖାଏ ସଦସ୍ୟ ରହିଛନ୍ତି।

ଜୁନ୍‌ ବଦଳରେ ମେ’ରେ ଖରା ଛୁଟି କରିବା ପ୍ରସ୍ତାବର ପ୍ରତିକ୍ରିୟା ରଖିଲେ ଶିକ୍ଷାମନ୍ତ୍ରୀ

ଜୁନ୍‌ ବଦଳରେ ମେ’ରେ ଖରା ଛୁଟି କରିବା ପ୍ରସ୍ତାବର ପ୍ରତିକ୍ରିୟା ରଖିଲେ ଶିକ୍ଷାମନ୍ତ୍ରୀ

ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ସ୍କୁଲମାନଙ୍କରେ ଜୁନରେ 11 ଦିନିଆ ଖରାଦିନ ଛୁଟି ଘୋଷଣା ହୋଇଛି । ଯାହାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୨୯ରୁ ମାଟ୍ରିକ ପରୀକ୍ଷା, ନୋଡାଲ୍‌ ସେଣ୍ଟର ଅଭିମୁଖେ ପ୍ରଶ୍ନପତ୍ର

୨୯ରୁ ମାଟ୍ରିକ ପରୀକ୍ଷା, ନୋଡାଲ୍‌ ସେଣ୍ଟର ଅଭିମୁଖେ ପ୍ରଶ୍ନପତ୍ର

ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।

ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ ଲାଇନ

ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ ଲାଇନ

କରୋନା ମହାମାରୀ ଦେଶରେ ପାଦ ଦେବା ପରେ ପରୀକ୍ଷା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏହି ମହାମାରୀ ଜାରି ହେବା ପରେ ପ୍ରଥମ ଥର ପାଇଁ ପରୀକ୍ଷା ଦୁଇ ଟର୍ମରେ ଆୟୋଜିତ କରାଯାଇଛି ।

ମେ’ ୧ରୁ ନୂଆ ଶିକ୍ଷାବର୍ଷ: ୧୦୦% ସିଲାବସ୍‌ରେ ହେବ ପାଠପଢ଼ା

ମେ’ ୧ରୁ ନୂଆ ଶିକ୍ଷାବର୍ଷ: ୧୦୦% ସିଲାବସ୍‌ରେ ହେବ ପାଠପଢ଼ା

ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ ଓ ଏଥିପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲ୍‌ ଚାଲିବ।

>