Loading...

ଶିକ୍ଷା ଓ ନିଯୁକ୍ତି

ପୁଣିଥରେ ଶିକ୍ଷାବିଭାଗର ତରବରିଆ ନିଷ୍ପତି, ଆସନ୍ତାକାଲିଠୁ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ

ପୁଣିଥରେ ଶିକ୍ଷାବିଭାଗର ତରବରିଆ ନିଷ୍ପତି, ଆସନ୍ତାକାଲିଠୁ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ଜାନୁଆରୀ ୩ରେ ହିଁ ଖୋଲିବ ପ୍ରାଥମିକ ବିଦ୍ୟାଳୟ: ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ

ଜାନୁଆରୀ ୩ରେ ହିଁ ଖୋଲିବ ପ୍ରାଥମିକ ବିଦ୍ୟାଳୟ: ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବ। ଜାନୁଆରି ୩ରୁ କ୍ଲାସରୁମ୍‌ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପରେ ବିବାଦ ସୃଷ୍ଟି ହୋଇଛି।

କ୍ଲାସରୁମକୁ ମୋବାଇଲ୍ ମନା

କ୍ଲାସରୁମକୁ ମୋବାଇଲ୍ ମନା

କ୍ଲାସ ରୁମ ଭିତରକୁ ଶିକ୍ଷକଙ୍କର ମୋବାଇଲ ମନା। ପିଲାଙ୍କୁ ପାଠ ପଢାଇବା ସମୟରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ।

>