ଏଣିକି ୪୫ ଦିନ ନୁହେଁ ପିଲାଙ୍କୁ ମିଳିବ ୧୦ ଦିନ ଖରାଛୁଟି
ଏଥର ମାତ୍ର ୧୦ ଦିନ ଖରାଛୁଟି। ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।
Loading...
ଏଥର ମାତ୍ର ୧୦ ଦିନ ଖରାଛୁଟି। ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।
ରାଜ୍ୟର ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ୍ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ।
UGC ଅନୁସାରେ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏ ପ୍ରକାର ବ୍ୟବସ୍ଥାକୁ ଲାଗୁ କରିବାକୁ ଚାହୁଁଛନ୍ତି କି ନାହିଁ, ସେ ନେଇ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ଯେଉଁ ବିଶ୍ୱବିଦ୍ୟାଳୟ ଏଥିରେ ଯୋଡ଼ି ହେବାକୁ ଚାହିଁବେ, ସେମାନେ ଏମିତି ପାଠ୍ୟକ୍ରମ ଉପଲବ୍ଧ କରାଇବେ।
କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି।ଏସବୁ ବିଷୟର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି।
ପୁଣି ପରିବର୍ତ୍ତନ ହେଲା ଜେଇଇ ମେନ୍ ସେସନ-୧ ଓ ୨ ସିଡ୍ୟୁଲ। ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଉଦ୍ଦିଷ୍ଟ ଜେଇଇ ମେନ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
ଚଳିତ ଶିକ୍ଷାବର୍ଷ ପାଇଁ ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରି-ପ୍ରାଇମେରି ସ୍କୁଲର ୨୫% ସିଟରେ ଆର୍ଥିକ ଅନଗ୍ରସର ବର୍ଗର ପିଲା ମାଗଣାରେ ପଢ଼ିପାରିବେ।
ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ତାହାର ସୁପରିଚାଳନା ଉପରେ ଗୁରୁତ୍ବ ଦେଇଛି ପରିଷଦ। ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠା ସରିଛି।
ହରିୟାଣରେ ଜାରି ରହିଛି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ପରୀକ୍ଷା ପ୍ରସ୍ତୁତିରେ ଛାତ୍ରଛାତ୍ରୀ ଜୋରସୋରେ ଲାଗି ପଡିଛନ୍ତି । ତେବେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ।