Loading...

ଶିକ୍ଷା ଓ ନିଯୁକ୍ତି

ରାଜ୍ୟରେ ଆଜିଠୁ ସକାଳୁଆ ଖୋଲିଲା ସ୍କୁଲ

ରାଜ୍ୟରେ ଆଜିଠୁ ସକାଳୁଆ ଖୋଲିଲା ସ୍କୁଲ

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ପାଠପଢ଼ା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁ ସକାଳୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି । ସାଢ଼େ ୬ଟାରୁ ଖୋଲିଛି କ୍ଲାସ ରୁମ୍ ।

ଏପ୍ରିଲ ୨ରୁ ଯୁକ୍ତ୨ କଲେଜ ସକାଳୁଆ

ଏପ୍ରିଲ ୨ରୁ ଯୁକ୍ତ୨ କଲେଜ ସକାଳୁଆ

ଏପ୍ରିଲ ୨ରୁ ସକାଳୁଆ ହେବ ଯୁକ୍ତ୨ କଲେଜ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସକାଳୁଆ ସ୍କୁଲ ସମୟରେ କିଛିଟା ପରିବର୍ତନ କରାଯାଇଛି।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ

ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସକାଳୁଆ ହେବ ସ୍କୁଲ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସାଢ଼େ ୬ରୁ ୧୦ଟା । ନବମରୁ ଦଶମ ଶ୍ରେଣୀ ସକାଳ ୭ଟାରୁ ୧୧ଟା । ଏ ନେଇ  ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ

ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ

ଚଳିତବର୍ଷ ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ । ପରୀକ୍ଷାସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଆଜିଠୁ ଖୋଲିଲା ସମସ୍ତ ଅଙ୍ଗନବାଡି କେନ୍ଦ୍ର

ରାଜ୍ୟରେ ଆଜିଠୁ ଖୋଲିଲା ସମସ୍ତ ଅଙ୍ଗନବାଡି କେନ୍ଦ୍ର

ରାଜ୍ୟରେ ଆଜିଠାରୁ ଖୋଲିଛି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର । ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଯଦି କୌଣସି ଠାରେ କିଛି ଅସୁବିଧା ଥାଏ କିମ୍ବା କୋଭିଡ଼ ମାମଲା ସମ୍ନାକୁ ଆସେ ତେବେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

ବନ୍ଦ ପାଇଁ ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ବନ୍ଦ ପାଇଁ ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି ।

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ମାର୍ଚ୍ଚ 28ରୁ ଫର୍ମ ଫିଲ୍‌ଅପ୍‌

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ମାର୍ଚ୍ଚ 28ରୁ ଫର୍ମ ଫିଲ୍‌ଅପ୍‌

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଅପ୍ରେଲ 28 ତାରିଖରୁ ପରୀକ୍ଷା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏହାକୁ ନେଇ ମାଧ୍ୟମିିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ଅପ୍ରେଲ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗର ପ୍ରାକ୍ଟିକାଲ କରାଯିବ । ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ଆସନ୍ତା ୨୮ ତାରିଖରୁ ଖୋଲିବ ଅଙ୍ଗନଓ୍ଵାଡିି କେନ୍ଦ୍ର

ଆସନ୍ତା ୨୮ ତାରିଖରୁ ଖୋଲିବ ଅଙ୍ଗନଓ୍ଵାଡିି କେନ୍ଦ୍ର

ପାଖାପାଖି ୧ ବର୍ଷ ପରେ ୨୮ତାରିଖରୁ ଖୋଲିବାକୁ ଯାଉଛି ଅଙ୍ଗନୱାଡି କେନ୍ଦ୍ର। ପୁଣି ଚଳଚଞ୍ଚଳ ହେବ ଅଙ୍ଗନୱାଡି କେନ୍ଦ୍ର। କୋଭିଡ ସଂକ୍ରମଣ କମିବା ପରେ ସ୍ୱାଭାବିକ ହେବାକୁ ଯାଉଛି ଅଙ୍ଗନୱାଡି କେନ୍ଦ୍ର।

>