Loading...

ଶିକ୍ଷା ଓ ନିଯୁକ୍ତି

ଜୁଲାଇରେ UG-PG ଶେଷ ସେମିଷ୍ଟର ପରୀକ୍ଷା, ଅଗଷ୍ଟ 15 ସୁଦ୍ଧା ଫଳ

ଜୁଲାଇରେ UG-PG ଶେଷ ସେମିଷ୍ଟର ପରୀକ୍ଷା, ଅଗଷ୍ଟ 15 ସୁଦ୍ଧା ଫଳ

ଆସନ୍ତା ଜୁଲାଇ ମାସରେ ଆରମ୍ଭ ହେବ 2021-22 ଶିକ୍ଷାବର୍ଷର ୟୁଜି-ପିଜି ଶେଷ ସେମିଷ୍ଟର ପରୀକ୍ଷା । ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ଜୁଲାଇ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପୁଣି ଅନିଶ୍ଚିତତାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ପୁଣି ଅନିଶ୍ଚିତତାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ପୁଣି ଥରେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ଫେବୃଆରୀ ୨୮ ତାରିଖରୁ ଖୋଲିବାକୁ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ବିଭିନ୍ନ କାରଣରୁ ଖୋଲିନପାରେ ।

ଅନଲାଇନ ପରୀକ୍ଷା ଦାବିରେ ମାଟ୍ରିକ୍ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଅନଲାଇନ ପରୀକ୍ଷା ଦାବିରେ ମାଟ୍ରିକ୍ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବାତିଲ ହେବନି ମାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ସିବିଏସସି, ଆଇସିଏସସି ଓ ରାଜ୍ୟ ବୋର୍ଡର ମାଟ୍ରିକ୍ ଏବଂ ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ ।

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରିବାକୁ ପରିଷଦ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି।

ଏଥର +୨ ପରୀକ୍ଷା ଦେବେ ୩ ଲକ୍ଷ ୧୦ ହଜାର ବିଦ୍ୟାର୍ଥୀ

ଏଥର +୨ ପରୀକ୍ଷା ଦେବେ ୩ ଲକ୍ଷ ୧୦ ହଜାର ବିଦ୍ୟାର୍ଥୀ

ରାଜ୍ୟରେ ଚଳିତ ମାସ ୭ରୁ ଅଷ୍ଟମରୁ ଦ୍ୱାଦଶ(+୨) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ଏଥର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରାୟ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି।

+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଦ୍ୱାଦଶ ଶ୍ରେଣୀ କ୍ବାଟର ଶେଷ ପରୀକ୍ଷା ମାର୍କ ଅପଲୋଡ଼ ପାଇଁ ଅଧ୍ୟକ୍ଷମାନଙ୍କୁ ଚିଠି । ସମସ୍ତ ଅନୁବନ୍ଧିତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା CHSE ।

ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ କଲେ କେନ୍ଦ୍ରସରକାର

ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ କଲେ କେନ୍ଦ୍ରସରକାର

ଚଳିତ ବର୍ଷ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷା-୨୦୨୨ ସ୍ଥିଗତି। ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ନିଜ ନିଷ୍ପତ୍ତି ବଦଳାଇଲେ କେନ୍ଦ୍ର ସରକାର।

>