Loading...

ଶିକ୍ଷା ଓ ନିଯୁକ୍ତି

ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଏଣିକି ମନ୍ଦିର ମସଜିଦ୍‌ର ମାଇକ୍‌ରେ ଉଠିବେ ଛାତ୍ରଛାତ୍ରୀ

ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଏଣିକି ମନ୍ଦିର ମସଜିଦ୍‌ର ମାଇକ୍‌ରେ ଉଠିବେ ଛାତ୍ରଛାତ୍ରୀ

ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସକାଳୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ବାରରୁ ମାଇକ୍‌ରେ ଡକାଯିବ । ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ହରିୟାଣା ଶିକ୍ଷା ବିଭାଗ ।

ଏଣିକି ୪ ବର୍ଷର ଗ୍ରାଜୁଏସନ ପରେ କରିହେବ ଡକ୍ଟରେଟ

ଏଣିକି ୪ ବର୍ଷର ଗ୍ରାଜୁଏସନ ପରେ କରିହେବ ଡକ୍ଟରେଟ

ୟୁଜିସି ଦ୍ବାରା ଜାରି ହୋଇଥିବା ନୂତନ ପାଠ୍ୟକ୍ରମ ଅଧୀନରେ ପିଲାମାନେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ସୁବିଧା ପାଇବେ । ଯାହା ଅଧୀନରେ ବର୍ତ୍ତମାନ ଚାରି ବର୍ଷ ସ୍ନାତକ କରିବା ପରେ ଛାତ୍ରଛାତ୍ରୀ ମାନେ ପିଏଚଡି କରିବାକୁ ସକ୍ଷମ ହେବେ।

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଏଲ୍‌ଆରପି(ଲର୍ଣ୍ଣିଂ ରିକଭରି ପ୍ରୋଗାମ)ର ଚୂଡ଼ାନ୍ତ ପରୀକ୍ଷା

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଏଲ୍‌ଆରପି(ଲର୍ଣ୍ଣିଂ ରିକଭରି ପ୍ରୋଗାମ)ର ଚୂଡ଼ାନ୍ତ ପରୀକ୍ଷା

ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ଏଲ୍‌ଆରପି(ଲର୍ଣ୍ଣିଂ ରିକଭରି ପ୍ରୋଗାମ)ର ଚୂଡ଼ାନ୍ତ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ।

ଅନର୍ସ ଡିଗ୍ରି ପାଇଁ ୪ ବର୍ଷ ପଢିବା ପାଇଁ ‘ୟୁଜିସି’ର ପ୍ରସ୍ତାବ

ଅନର୍ସ ଡିଗ୍ରି ପାଇଁ ୪ ବର୍ଷ ପଢିବା ପାଇଁ ‘ୟୁଜିସି’ର ପ୍ରସ୍ତାବ

ସମ୍ପ୍ରତି ୩ ବର୍ଷିଆ ‘ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମ୍‌’ ଶେଷ କରି ଛାତ୍ରଛାତ୍ରୀମାନେ ଅନର୍ସ ଡିଗ୍ରି ପାଇଯାଉଥିଲେ। ଚାରି ବର୍ଷିଆ ନିୟମ ପ୍ରଣୟନ ପୂର୍ବରୁ ସୁନିଶ୍ଚିତ ହେବା ପାଇଁ ମାର୍ଚ ମାସରେ ‘ୟୁଜିସି’ ପ୍ରସ୍ତାବିତ ନିୟମାବଳି ଥିବା ‘ଡ୍ରାଫ୍‌ଟ୍‌’କୁ ସାର୍ବଜନୀନ କରିଥିଲା। କିନ୍ତୁ, ଏହି ନିୟମର ପ୍ରାସଙ୍ଗିକତା ବିଷୟରେ ‘ୟୁଜିସି’ କୌଣସି ମନ୍ତବ୍ୟ ଦେଇନାହିଁ।

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ପ୍ରାଇଭେଟ୍ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲିବାକୁ ଅନୁମତି

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ପ୍ରାଇଭେଟ୍ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲିବାକୁ ଅନୁମତି

ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ନେଇ ନିଷ୍ପତ୍ତି ନା କିଛି ଗୋଷ୍ଠୀଙ୍କ ସ୍ୱାର୍ଥ ରକ୍ଷା ଲାଗି ପଦକ୍ଷେପ ତାକୁ ନେଇ ଉଠିଛି ପ୍ରଶ୍ନ ।

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତାଦେଖା

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତାଦେଖା

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତାଦେଖା । ୧୦ ଦିନ ମଧ୍ୟରେ ଖାତାଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ନିୟୋଜିତ ହେବେ ୧୨ ହଜାର ୪୫୦ ଜଣ ଶିକ୍ଷକ ।

ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବନ୍ଦିସାହି-ମୁଟୁଣିଆସ୍ଥିତ ୟୁଜିଏମ୍‌ଏସ୍ ବିଦ୍ୟାପୀଠ ସେଲ୍‌ଫ ସେଣ୍ଟର ହୋଇଥିବାରୁ ଦଶମ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଦେଉଛନ୍ତି।

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫ‌ିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି।

>