ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ।
Loading...
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ।
ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ। ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା ।
ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା: ମାସ୍କ ପିନ୍ଧିବା ଓ କରୋନା ନିୟମ ମାନିବା ବାଧ୍ୟତାମୂଳକ
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
ସୋମବାରରୁ ରାଜ୍ୟରେ ଖୋଲିବ ପ୍ରଥମିକ ସ୍କୁଲ୍ । ଶ୍ରେଣୀଗୃହକୁ ପଢ଼ିବାକୁ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବ। ଜାନୁଆରି ୩ରୁ କ୍ଲାସରୁମ୍ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପରେ ବିବାଦ ସୃଷ୍ଟି ହୋଇଛି।
କ୍ଲାସ ରୁମ ଭିତରକୁ ଶିକ୍ଷକଙ୍କର ମୋବାଇଲ ମନା। ପିଲାଙ୍କୁ ପାଠ ପଢାଇବା ସମୟରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ।