ଡିସେମ୍ବରରୁ CTET, ଆସନ୍ତା 31ରୁ ଆବେଦନ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Centeral Board Of Secondary Education) ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଆସନ୍ତା ଡିସେମ୍ବରରୁ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ ।
Loading...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Centeral Board Of Secondary Education) ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଆସନ୍ତା ଡିସେମ୍ବରରୁ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ ।
୨୦୨୩ ମାର୍ଚ୍ଚ ମାସରେ ଯୁକ୍ତ୨ ଥିଓରି ପରୀକ୍ଷା। ତା’ ପୂର୍ବରୁ ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଆସିଲା ସଂସ୍କାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାମିଲ୍ ହେଲା ଆଉ ଚାରିଟି ବିଷୟ । ଯାହାକି ବାଧ୍ୟତା ମୂଳକ ରହିବ ।
ଏବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ ।
ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ଇଣ୍ଟଭର୍ୟୁ । ସବୁ କିଛି ଏବେ ଓଡ଼ିଆରେ ହେବ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ ।
ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ଵାନ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟରେ ଆବେଦନ କରିବେ।
ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୁଣି କରିବେ ଚାକିରି। ଏହି ସୁଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାଜ୍ୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ମେଣ୍ଟର ରୂପେ ନିଯୁକ୍ତ କରାଯିବ।
ଆଜି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏଣିକି ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ।