ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସକାଳୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ବାରରୁ ମାଇକ୍ରେ ଡକାଯିବ । ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ହରିୟାଣା ଶିକ୍ଷା ବିଭାଗ ।
ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସକାଳୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ବାରରୁ ମାଇକ୍ରେ ଡକାଯିବ । ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ହରିୟାଣା ଶିକ୍ଷା ବିଭାଗ । ପରୀକ୍ଷାରେ ଛାତ୍ରଛାତ୍ରୀ ଯେଭଳି ଭଲ ଲେଖିବେ ସେଥିପ୍ରତି ଧ୍ୟାନ ଦେଇଛି ଶିକ୍ଷା ବିଭାଗ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଉଠାଇବାକୁ ନୂଆ ତରିକା ଖୋଜି ବାହାର କରାଯାଇଛି । ସକାଳ ୪.୩୦ ବେଳେ ସମସ୍ତ ଧାର୍ମିକ ସ୍ଥଳରୁ ମାଇକ୍ରେ ଡାକିବାକୁ ସ୍ଥିର କରାଯାଇଛି ।ଏହାପରେ ୫ଟା ସୁଦ୍ଧା ପାଠପଢ଼ା ଆରମ୍ଭ କରି ପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଯେଭଳି ୫.୧୫ ସୁଦ୍ଧା ପାଠ ପଢ଼ିବେ ସେଥିପାଇଁ ତଦାରଖ କରିବେ ହ୍ବାଟ୍ସ୍ ଆପ୍ ଜରିଆରେ ତଦାରଖ କରିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଛାତ୍ରଛାତ୍ରୀ ଅନ୍ୟୁନ ତିନି ଘଣ୍ଟା ପାଠ ପଢ଼ି ପାରିବେ ବୋଲି କହିଛି ବୋର୍ଡ । ପ୍ରାଥମିକ ସ୍ଥରରେ ଏହା କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି ।
ପରୀକ୍ଷାକୁ ଛୁଟିରେ ରଖି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶୀତକାଳିନ ଛୁଟି ମିଳିବ ନାହିଁ । ଏହାପରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ଶିକ୍ଷା ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଅପିଲ୍ କରାଯିବ । ଯାହାଦ୍ବାରା ସେମାନେ ଗଆଁରେ ପାଠପଢ଼ା ମାହୋଲ ରଖି ପାରିବେ । ତାସହିତ ଏଠାରେ ଥିବା ଧାର୍ମିକ ସ୍ଥଳରୁ ମାଇକ୍ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଉଠାଇବାକୁ ବ୍ୟବସ୍ଥା କରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଦୁଇରୁ ତିନି ଘଣ୍ଟା ପାଠ ପଢ଼ିବାକୁ ଅଧିକ ସମୟ ମିଳିବ । ଶିକ୍ଷା ବିଭାଗ ମୁତାବକ ଚଳିତ ବର୍ଷ ହରିୟାଣା ବୋର୍ଡ ପରୀକ୍ଷା ପାଇଁ ଦଶମ ଶ୍ରେଣୀରେ ପ୍ରାୟ ୧.୯୫ ଲକ୍ଷ ଓ ଦ୍ବାଦଶ ଶ୍ରେଣୀରେ ୧.୭୫ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।