EnewsOdia.Com

ଓଡ଼ିଶାକୁ ଆସିଲା ଇଜିପ୍ଟ ପିଆଜ

ଓଡିଶାକୁ ଆସିଲା ଇଜିପ୍ଟ ପିଆଜ । ରାଜଧାନୀକୁ ଆସିଛି ଇଜିପ୍ଟ ପିଆଜ । ଫଳରେ ଓଡିଶା ବଜାରରେ ପିଆଜର ଦର ୧୦୦ରୁ ଖସିଛି । ଏବେ ଇଜିପ୍ଟ ପିଆଜର ଦର ୮୦ ଟଙ୍କା ରହିଥିବା ବେଳେ ନାସିକ ପିଆଜର ପାଇକାରୀ ଦର କିଲୋ ପିଛା ୭୦/୭୫ ଟଙ୍କାକୁ ଖସିଛି ।ମହାରାଷ୍ଟ୍ରରେ ପିଆଜ ଅମଳ ଋତୁ ପାଖେଇ ଆସୁଥିବା ବେଳେ ଇଜିପ୍ଟ ପିଆଜ ଭାରତ ବଜାରକୁ ଆସିଥିବାରୁ ଖୁବ୍ ଶୀଘ୍ର ଦରରେ ଦ୍ରୁତ ହ୍ରାସ ଘଟିବା ଆଶା କରାଯାଉଛି। ନୂଆବର୍ଷ ପ୍ରଥମ ସପ୍ତାହ ସୁଦ୍ଧା ଆଖିଦୃଶିଆ ହ୍ରାସ ଘଟିବ ବୋଲି ଆଶା କରାଯାଉଛି ।

ବଢୁଛି ଆଳୁ ଦର

ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ବଢ଼ିଛି। ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ ବିଭିନ୍ନ ଅଞ୍ଚଳରେ ୨୫ରୁ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି।

ପଢନ୍ତୁ: ୨୦୨୦ କଲେଜ କ୍ୟାଲେଣ୍ଡରରେ ୭୨ଦିନ ଛୁଟି

ସମ୍ବନ୍ଧିତ ଖବର

ଜାନୁଆରୀ ୪ରୁ ଶିଶିର ସରସ ମେଳା

Ratnamani Maharana

ନୂଆବର୍ଷ ପାଇଁ ସଜେଇ ହେଉଛି ସିଂହଦ୍ଵାର

Ratnamani Maharana

ଭଲ ହେଲେ ୪୦୧ କରୋନା ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

admin

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ବୁଲବୁଲ’

Ratnamani Maharana

ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

Ratnamani Maharana

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

Ratnamani Maharana