Entertainment

ଫିଲ୍ମ ଫ୍ରାଇଡେ: ପରଦାକୁ ଆସିଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଫିଲ୍ମ

ladki

ପରଦାକୁ ଆସିଲା ରାଜ କୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’। ଏହି ଫିଲ୍ମର କାହାଣୀ ସମଲିଙ୍ଗିୟ ସମ୍ପର୍କକୁ ନେଇ ରହିଛି। ଏଥିସହ ପ୍ରଥମ ଥର ପାଇଁ ରିଅଲ୍ ଲାଇଫ୍ ବାପା-ଝିଅ ରିଲ୍ ଲାଇଫ୍‌ରେ ମଧ୍ୟ ବାପା-ଝିଅ ଭୂମିକାରେ ନଜରକୁ ଆସିଛନ୍ତି।

ଏହି ଫିଲ୍ମକୁ ଶୈଲୀ ଚୋପ୍ରା ନିର୍ଦ୍ଦେଶନା ଦେଇଥିବାବେଳେ ବିଧୁ ବିନୋଦ ଚୋପ୍ରା ପଯୋଜନା ଦେଇଛନ୍ତି। ଫିଲ୍ମରେ ଜୁହି ଚାଓ୍ଵଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସୋସିଆଲ ମିଡିଆରେ ରିଲିଜ୍‌ ହୋଇ ପପୁଲାର ହୋଇଛି ‘ଏକ ଲଡକି କୋ ଦେଖା ଦୋ ୟେସା ଲଗା’ର ଟାଇଟେଲ ସଙ୍ଗ। ଗୀତରେ ରାଜକୁମାର ରାଓ ଓ ସୋନମ କପୁରଙ୍କ ଲଭ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତକୁ ଦର୍ଶନ ରାଓ୍ଵଲ ଓ ରୋଚକ କୋହିଲି ଗାଇଛନ୍ତି। ଗୀତର ଲିରିକ୍ସ ଲେଖିଛନ୍ତି ଗୁରପ୍ରୀତ ସୈନୀ।

ଦର୍ଶକ ଫିଲ୍ମକୁ ଦେଖିବା ପରେ ଏହାକୁ ଖୁବ ପ୍ରଶଂସା କରିଛନ୍ତି । ଏହି ଫିଲ୍ମ ଦେଖିବା ପରେ କିଛି ଲୋକ ଭାବ ବିହ୍ୱଳ ହୋଇଛନ୍ତି । ଏହା ପୂର୍ବରୁ ବୁଧବାର ରାତିରେ ମୁମ୍ବାଇରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଙ୍କ ରଖାଯାଇଥିଲା । ଏଥିରେ ବଲିଉଡରେ ସମସ୍ତ ଷ୍ଟାର ଉପସ୍ଥିତ ଥିଲେ ।

ପଢନ୍ତୁ; କମିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍

Related posts

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନି କପୁର କରିପାରନ୍ତି ତୃତୀୟ ବିବାହ , ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚା 

ENO Beuro

ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ENO Beuro

ଜୁନ ୩୦ରେ ଆକାଶ ଆମ୍ବାନୀଙ୍କ ନିର୍ବନ୍ଧ !

ENO Beuro

Leave a Comment