News

ଭାରତୀୟ ନିର୍ବାଚନ କମିଶନର ନୂଆ ଟୁଇଟର ଆକାଉଣ୍ଟ

ଆଗକୁ ନିର୍ବାଚନ। ନିର୍ବାଚନରେ ସ୍ବଚ୍ଛତା  ଲାଗି ନିର୍ବାଚନ କମିଶନର ମୁଣ୍ଡ ବ୍ୟଥା। ଏଥିପାଇଁ କେତେ ନୂଆ ଯୋଜନା। ତେବେ ନିର୍ବାଚନ କମିଶନ ଆପଣେଇଛି ଏକ ନୂଆ ପନ୍ଥା। ଭାରତୀୟ ନିର୍ବାଚନ କମିଶନ୍ ଶେଷରେ ଟ୍ୱିଟରରେ ଯୋଗ ଦେଇଛନ୍ତି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କ୍ୟୁରେସି  ଜନସାଧାରଣଙ୍କୁ @ECISVEEP ଆକାଉଣ୍ଟକୁ ଫଲୋ କରି ନିର୍ବାଚନ ସମାଧୀୟ  ସମସ୍ତ ସୂଚନା ଏବଂ ଶୈକ୍ଷିକ ବାର୍ତ୍ତା  ସିଧାସଳଖ ନିର୍ବାଚନ କମିଶନ ଅଧିକାରୀଙ୍କ ସହ କରିବାକୁ କହିଛନ୍ତି।

ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ରହିଛି ତେଣୁ ଭୋଟରମାନଙ୍କୁ ସଚେତନା କରେଇବା ଏହାର ମୂଳ ଲକ୍ଷ। ନିର୍ବାଚନ କମିଶନ ଟୁଇଟର ଆକାଉଣ୍ଟର ବୟୋଡାଟା ଅପଡେଟ କରିବା ସହ ଟ୍ୱିଟର ହ୍ୟାଣ୍ଡଲରର ନାମ ସହିତ #DeshKaMahaTyohar ଯୋଡିଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଆକାଉଣ୍ଟରେ ୬ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ  ହେଇଛନ୍ତି। ତେବେ ଏବେ ସୁଦ୍ଧା ଏହି ଆକାଉଣ୍ଟରେ ୩ଟି ଭିଡିଓ ରହିଛି ଯେଉଥିରେ ଭୋଟରଙ୍କୁ ମତ ଦାନ ପାଇଁ ଆହ୍ଵାନ କରିଛନ୍ତି।
ପଢନ୍ତୁ: ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Related posts

‘ଫନି’ ପାଇଁ ପରିବା ଚଢା ଦାମରେ ବିକୁଛନ୍ତି ବ୍ୟବସାୟୀ

‘ବାୟୁ’ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପରାମର୍ଶ ଲୋଡ଼ିଲେ ଗୁଜୁରାଟ ସରକାର

Ratnamani Moharana

ଶେଷ୍ଠ ଶତକ ତାଲିକାରେ ଭାରତ, ଗୋଟିଏ ବର୍ଷରେ ୩୦ ସ୍ଥାନ ଉପରକୁ ଉଠିଛି

ENO Beuro

Leave a Comment