News

ଓଡିଶାରେ ବିଳମ୍ବ ହେବ ଭୋଟ ଫଳ ଘୋଷଣା

ଆସନ୍ତା ୨୩ରୁ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ଜୋର ଧରିଲାଣି ପ୍ରଶିକ୍ଷଣ କାର୍ଯ୍ୟ । ଆଜି ୧୧ ଜିଲ୍ଲାର ୪୯ ଜଣ ଅଧିକାରୀ ଗଣତି ତାଲିମ ନେଇଥିଲାବେଳେ କାଲୀ ୧୯ ଜିଲ୍ଲାର ଅଧିକାରୀମାନେ ତାଲିମ ନେବେ। ପ୍ରଥମଥର ପାଇଁ ମତଦାନରେ ଏଭିଏମ ସହ ଭିଭିପାଟ  ବ୍ୟବହାର ହୋଇଥିବାରୁ ପ୍ରଶିକ୍ଷଣକୁ ଅଗ୍ରାଧିକାର ଦିଆଯାଇଛି।

୨୩ ଭୋଟ ଗଣତି ସହ ଫଳାଫଳ ହସ୍ତଗତ ହେବାକୁ ଥିଲାବେଳେ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଭାବେ ବିଳମ୍ବ ହେବ ବୋଲି ସିଇଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡିଶାରେ ବିଧାନସଭା ସହ ଲୋକସଭାର ଏକାଥରେ ଭୋଟ ହୋଇଥିବାରୁ ଗଣତି ସମୟସାପେକ୍ଷ ବୋଲି ସେ ମତପୋଷଣ କରିଛନ୍ତି।

ପଢନ୍ତୁ: ଫନି’ ବିପନ୍ନଙ୍କୁ ୧୦ ଲକ୍ଷ ଲିଟର କିରୋସିନୀ ସହାୟତା କରିବ ପେଟ୍ରୋଲିୟମ ମନ୍ତ୍ରାଳୟ

Related posts

ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ!

ENO Beuro

973 MSME Units Get Incentives In Odisha – Chief Minister Naveen Patnaik

ENO Beuro

Kathajodi River Trisulia Bridge, Dedicated As Netaji Subhas Chandra Bose Setu

ENO Beuro

Leave a Comment