News

ସୋସିଆଲ ମିଡିଆରେ ଘୁରି ବୁଲୁଛି ନିର୍ବାଚନୀ ଗୀତ: ସଭିଙ୍କ କଣ୍ଠରେ ନବୀନ

ସୋସିଆଲ ମିଡିଆରେ ଘୁରି ବୁଲିଛି ନିର୍ବାଚନୀ ଗୀତ। ନିର୍ବାଚନ ପାଇଁ ବିଭିନ୍ନ ଗୀତ ରାଜନେତାମାନେ ତିଆରି କରିଛନ୍ତି। କିନ୍ତୁ ଏ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଓଡିଶାର ଲୋକପ୍ରିୟ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ପାଇଁ ତ ଦଳ ପକ୍ଷରୁ ଗୀତ ତିଆରି ହୋଇଛି, ମାତ୍ର ତାଙ୍କୁ ନେଇ ଅନେକ ସଂଗଠନ ନିଜସ୍ଵ ଉଦ୍ୟମରେ ତିଆରି କରିଛନ୍ତି ବହୁତ ଗୀତ। ତେବେ ଏହି ଗୀତ ଏବେ ୟୁଟୁବରେ ଲୋକଙ୍କ ଦ୍ଵାରା ଆଦୃତ ହୋଇଛି।

‘ନବୀନ ନବୀନ ଆମ ନବୀନ’, ନବୀନ ବାବୁ ଆମର ନେତା’, ‘ଆମେ ନବୀନ ଫ୍ୟାନ’ ଭଳି କେତକ ଗୀତ ଘୁରି ବୁଲୁଛି। ବିଭିନ୍ନ ମ୍ୟୁଜିକ କମ୍ପାନୀ, ସଂଗୀତକାର, କଣ୍ଠଶିଳ୍ପୀ ନିଜସ୍ଵ ଉଦ୍ୟମରେ ତିଆରି କରିଛନ୍ତି ଏଭଳି ଗୀତ। ତସହିତ ତାଙ୍କ ଡାଇଲଗ’ଆପଣ ମାନେ ଖୁସି ତ’ କୁ ନେଇ ବି ହୋଇଛି ଗୀତ। ସେହିପରି ‘ନିମକି’ ଚଳଚିତ୍ରର ନବୀନଙ୍କୁ ନେଇ ଗୀତ ଗୀତ ରହିଛି “ତୁମେ ଆଦର୍ଶର ଅବିଧାନ ସ୍ବଚ୍ଛତାର ଅଭିଯାନ” ଗୀତ ମଧ୍ୟ ବେଶ ଲୋକପ୍ରିୟ ରହିଛି।

ପଢନ୍ତୁ: ଯୋଗୀ ଓ ମାୟାବତୀଙ୍କୁ ଝଟକା:ଇସିଙ୍କ ନିର୍ଦ୍ଦେଶ ୨ ଦିନ କରିପାରିବେନି ନିର୍ବାଚନ ପ୍ରଚାର

Related posts

ଜିଏସ୍‌ଟି ବୈଠକର ଘୋଷଣାରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ: ୧୭୭ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ

ENO Beuro

ବଜ୍ରପାତ ଓ ଝଡ଼ ତୋଫାନକୁ ନେଇ ୧୫ଟି ଜିଲ୍ଲାକୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ସତର୍କ ସୂଚନା

ENO Beuro

ଚାଷୀଙ୍କ ଆତ୍ମହତ୍ୟା ଓ ଫସଲହାନୀ କ୍ଷତିପୂରଣ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏ କି ମତ?

ENO Beuro

1 comment

ରାଫେଲ ପାଇଁ ବିବାଦ ଘେରରେ ଛତିଶଗଡର ଛୋଟ ଗାଁ April 16, 2019 at 3:29 pm

[…] ସୋସିଆଲ ମିଡିଆରେ ଘୁରି ବୁଲୁଛି ନିର୍ବାଚନୀ… […]

Leave a Comment