POLITICALS

ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

ନିର୍ବାଚନ ପ୍ରକ୍ରିୟାର ସାରିଲା ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ  ପ୍ରକ୍ରିୟା। ଏବେ ଆରମ୍ଭ ହେବ ଅସଲ ଖେଳ। ଏବେଠାରୁ ଭୂବନେଶ୍ବରରେ  ପ୍ରାର୍ଥୀମାନେ କମ୍ପାଇଲେଣି ନିର୍ବାଚନ ମଣ୍ଡଳୀ। କେଉଁ ଦଳ କେତେ ଆସନ ହାତେଇବ ତାହା ଜଣାପଡିବା ଏହି ପ୍ରଚାର ସମୟରେ। ତେବେ ପ୍ରଚାରରେ ସବୁଠୁ ଆଗରେ ରହିଛି ଏକାମ୍ର ନିର୍ବାଚନ  ମଣ୍ଡଳୀ । ଭୁବନେଶ୍ଵର ଲୋକସଭା ଆସନ ପାଇଁ ବିଜେଡ଼ିର ଅରୂପ ପଟ୍ଟନାୟକ , ବିଜେପିର ଅପରାଜିତା ଷଡଙ୍ଗୀ ଆଦି ଓଲହାଇ ଲେଣି ପ୍ରଚାରରେ।

ଭୁବନେଶ୍ବରର ୩ଟି ଯାକ ଆସନକୁ ପୁଣି ଦାଖଲ କରିବା ପାଇଁ ବିଜେଡ଼ି ତାର ଜି ଜାନ ଲଗେଇସାରିଲାଣି, ପ୍ରତି ୱାର୍ଡରେ ପ୍ରଚାର ପାଇଁ ୱାର୍ଡ ଅଫିସ  କରିବା ବିଜେଡ଼ି। ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ  ୫୦୦ ଯୁବକ, ଛାତ୍ର ଓ ମହିଳା କର୍ମକର୍ତ୍ତା ଘର ଘର ବୁଲି ବିଜେଡ଼ି ପାଇଁ ମାଗିବେ ଭୋଟ। କଂଗ୍ରେସ ପ୍ରଚାରକୁ ଜୋରଦାର କରିବା ପାଇଁ ଜିଲ୍ଲା ସଭାପତି ମାନସ ଚୌଧୁରିଙ୍କ  ନେତୃତ୍ବରେ ଚାଲିଛି ଯୋଜନା। ଏପଟେ ବିଜେପି ପଦଯାତ୍ରାକୁ  ଫୋକସ କରୁଛି।

ପଢନ୍ତୁ: କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧାରୁନି: ଟିକେଟ ଫେରେଇ କଂଗ୍ରେସ ବିରୋଧୀ ହେଲେ

Related posts

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ!

ENO Beuro

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

ENO Beuro

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

ENO Beuro

Leave a Comment