EnewsOdia.Com

୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼

ବକେୟା ବିଦ୍ୟୁତ୍ ବିଲ୍‌କୁ ନେଇ ଉଭୟ ସାଉଥ୍‌କୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍‌ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ଏହା ଜାରି ରହିବ। ଗତକାଲି ସାଉଥ୍‌କୋର ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍‌ କଟା ଯାଇଥିଲା। ଅନେକ ଲୋକଙ୍କ ଲକ୍ଷାଧିକ ଟଙ୍କା ବକେୟା ଥିବା ଜଣା ପଡିଥିଲା। ଅନେକ ଲୋକଙ୍କ ଲକ୍ଷାଧିକ ଟଙ୍କା ବକେୟା ଥିବା ଜଣା ପଡିଥିଲା।

ଯେଉଁମାନେ ବକେୟା ବିଲ୍‌ର ୬୦ ପ୍ରତିଶତ ବିଲ୍ ଦେଇଥିଲେ, ସେମାନଙ୍କ ଲାଇଟ୍ କଟାଯାଇନଥିଲା। ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସାଉଥକୋ ପକ୍ଷରୁ ସୂଚନା ମିଳିଛି। ଏହାସହ ସାଉଥ ଜୋନ୍‌ର ୮ଟି ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ।  ଯେଉଁ ଉପଭୋକ୍ତାଙ୍କ ଅଧିକ ପରିମାଣରେ ଟଙ୍କା ବାକି ଅଛି, ସେମାନଙ୍କଠାରୁ ବିଭାଗୀୟ କର୍ମଚାରୀମାନେ କିଛି ଟଙ୍କା ନେଇ କିସ୍ତିରେ ବାକି ଟଙ୍କା ଦେବାକୁ ପରାମର୍ଶ ଦେଇଛନ୍ତି।

ପଢନ୍ତୁ: ଅର୍ଥ ବିଭାଗ ଆଣିଲା ‘ଓଡ଼ିଶା ବଜେଟ’ ଆପ୍‌

ସମ୍ବନ୍ଧିତ ଖବର

ଡିଗ୍ରି କଲେଜରେ ସ୍କୁଲ ଭଳି ଆରମ୍ଭ ହେବ ଏକ୍ସଟ୍ରା କ୍ଲାସ

Ratnamani Maharana

ଓଡ଼ିଶାରେ ବିକ୍ରି ହେଉଛି ୧୦ରୁ ୧୫ ଦିନର ବାସି ଅଣ୍ଡା

Ratnamani Maharana

ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

Ratnamani Maharana

ଆଜିଠାରୁ କଟକ-ଭୁବନେଶ୍ବରରେ ବନ୍ଦ ହେବ ମଲ୍‌

Ratnamani Maharana

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ

Ratnamani Maharana

ପୁଣି ଭିଜିବ ଓଡିଶା, ବଢିବ ଜାଡ

Ratnamani Maharana