News

ଆଗକୁ ବଢ଼ିବ ବିଦ୍ୟୁତ ଦର!

Power Sector

ଅପାରଗତାର ବୋଝକୁ ଉପଭୋକ୍ତାଙ୍କ ଉପରେ ଲଦି ଦେବା ଲାଗି ବିଦ୍ୟୁତ ବିଭାଗରବାବୁମାନେ ଏକ ବଡ଼ ଚାଲ୍ ଚଳାଇଛନ୍ତି ।ରାଜ୍ୟରେ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପାଇଁ ଗ୍ରିଡ୍‌କୋ  ଓଡ଼ିଶା ବିଦ୍ୟୁତ ନିୟାମକ ଆେୟାଗ ନିକଟରେ ଆବେଦନ କରିଛି। ବର୍ଷ ମଝିରେ ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରିଡ୍‌କୋ କାହିଁକି ହଠାତ୍ ଆବେଦନ କଲା, ଏ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ହେଲେ ରାଜ୍ୟ ସରକାରଙ୍କର ମାଲିକାନା ((୫୧% ଅଂଶଧନ ରହିଛି)େର ଥିବା ଓପିଜିସି  ସୁପ୍ରିମକୋର୍ଟ ଯାଇ ନିଜ ସପକ୍ଷରେ ଏକ ରାୟ ଆଣିଛନ୍ତି। ଏଥିରେ ଓପିଜିସି ୧ ଓ ୨ ୟୁନିଟ୍ ଲାଗି ଆେୟାଗ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ବିଦ୍ୟୁତ ବିକ୍ରି ଲାଗି ନିର୍ଦେଶ ମିଳିଛି। ସବୁଠାରୁ ବଡ଼ କଥା ହେଲା, ଓପିଜିସି ଗୋଟିଏ ସରକାରୀ ସଂସ୍ଥା) ଆୟୋଗ ବିେରାଧରେକୋର୍ଟକୁ ଯାଇ ବିଦ୍ୟୁତ ମୂଲ୍ୟ ବୃଦ୍ଧି କରିବା ଲାଗି ଆବେଦନ କଲା ଓ ଅନ୍ୟ ଏକ ସରକାରୀ ସଂସ୍ଥା ଗ୍ରିଡକୋ ଏହାକୁ କୋର୍ଟରେ ବିେରାଧ କଲାନାହିଁ। ଫଳରେ ଆୟୋଗଙ୍କ ରାୟ କାଟ୍ ଖାଇଲା। ଏଥିସହିତ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଉପରେ ଏବେ ବିଦ୍ୟୁତ ଦର ବୃଦ୍ଧିର ବୋଝ ଲଦି ହୋଇଯିବା ନେଇ ବାଟ ଖୋଲିଛି।

ପଢନ୍ତୁ:  ସୌରଜଗତ୍‌ ବାହାରେ ଥିବା ଗ୍ରହର ବାୟୁମଣ୍ଡଳରେ ମିଳିଲା ଜଳର ସନ୍ଧାନ

Related posts

ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

ENO Beuro

ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ !

ENO Beuro

ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ENO Beuro

1 comment

ପ୍ରଥମ ଓଡ଼ିଆ ଭାବେ ଅଲମ୍ପିକ୍ସରେ ଚମକିବେ ବିଭୂ କଲ୍ୟାଣ September 12, 2019 at 1:15 pm

[…] ଆଗକୁ ବଢ଼ିବ ବିଦ୍ୟୁତ ଦର! […]

Leave a Comment