News

କେନ୍ଦୁଝର:ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

elephant

କେନ୍ଦୁଝର ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ ଘଟିଛି। ଏହି ଘଟଣାରେ ଡ୍ରାଇଭର ନାମରେ ମାମଲା ରୁଜୁ କରାଯାଇଛି । ବନ ବିଭାଗ ଡ୍ରାଇଭର ନାମରେ ମାମଲା ରୁଜୁ କରିଛି।

ସୂଚନାଅନୁଯାୟୀ, ରାମଚନ୍ଦ୍ରପୁର ଅଞ୍ଚଳରେ ପ୍ରାୟ ୭ଟି ହାତୀ ଚଳପ୍ରଚଳ କରୁଛନ୍ତ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ହାତୀ ପଲ୍ଲ ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରୁଥିବା ବେଳେ ଏକ ମାଲଗାଡ଼ି ଆସଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ଟ୍ରେଡ଼୍‍ ଲାଇନ ପାର ହୋଇ ନ ଥିବାରୁ ଏହି ହାତୀଟିକୁ ମାଲଗାଡ଼ି ଧକ୍କା ଦେଇଥିଲା।

elephant

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୭୦ରୁ ୧୦୦ମିଟର ପର୍ଯ୍ଯନ୍ତ ହାତୀଟି ଘୋଷାରି ହୋଇପଡିଥିଲା। ଏହାପରେ elephant driveରେ ଥିବା କର୍ମଚାରୀମାନେ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେବା ସହ ଟ୍ରେନ୍‌କୁ ଅଟକାଇଥିଲେ। ହାତୀ ପାର୍‌ ହେବା ନେଇ ପୂର୍ବରୁ ରେଳ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କିଭଳି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ କରିବା ସହିତ ଟ୍ରେନ୍ ଡ୍ରାଇଭର ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି।

ପଢନ୍ତୁ; କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

Related posts

୧୯୯୯ ମସିହା ମହାବାତ୍ୟାକୁ ଆଜି ପୁରିଲା ୧୯ ବର୍ଷ

ENO Beuro

ପରଲୋକରେ ବିନୋଦ ଖନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି

ENO Beuro

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

ENO Beuro

Leave a Comment