ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ ମିଳିଛି ନୂଆ ମାଲିକ। ଟେସ୍ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି।
ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ ମିଳିଛି ନୂଆ ମାଲିକ। ଟେସ୍ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଏହି ଖବର ମଧ୍ୟରେ ଟ୍ୱିଟରର ଶେୟାର ପ୍ରୋମାର୍କେଟ ଟ୍ରେଣ୍ଡିଂରେ ୫.୩ ପ୍ରତିଶତ ବୃଦ୍ଧି ହୋଇଛି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଟ୍ଵିଟର ଏହାର ମାଲିକାନା ଏଲନ୍ ମସ୍କକୁ ଦେବାକୁ ପ୍ରସ୍ତୁତ ଅଛି। ମସ୍କ ଟ୍ଵିଟର କିଣିବା କ୍ଷେତ୍ରରେ ଅନେକ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ଟ୍ଵିଟରରେ ମସ୍କଙ୍କର ୯.୨% ଅଂଶଧନ ରହିଛି। ଶୁକ୍ରବାର କମ୍ପାନୀର ଅନେକ ଅଂଶୀଦାରଙ୍କ ସହ ମସ୍କ ଏକ ବ୍ୟକ୍ତିଗତ ବୈଠକ କରିବା ପରେ ଟ୍ଵିଟରର ଆଭିମୁଖ୍ୟ ବଦଳିଥିବା ଜଣାଯାଇଛି।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।