LIFESTYLE

ସୋସିଆଲ୍‌ ମିଡିଆରେ ଅଧିକ ସମୟ ନଷ୍ଟ କରୁଛନ୍ତି କି!!! ତେବେ ଆପଣାନ୍ତୁ ଏହି ସରଳ ଉପାୟ

ଆଜିକାଲିର ଲୋକଙ୍କ ଜୀବନ ଆଉ ବାସ୍ତବତା  ମଧ୍ୟରେ ନହିଁ। ଏହା ଏବେ ପୁରା ଇଣ୍ଟରନେଟ  କବଳରେ କବଳିତ। ତେବେ ଇଣ୍ଟେରନେଟ ଆମ ଜୀବନକୁ ଯେତିକି ସହଜ ଓ ସରଳ କରିଛି ସେତିକି ପରିବର୍ତ୍ତନ ମଧ୍ୟ ଆଣିଦେଇଛି। ମଣିଷ ଆଉ ବାସ୍ତବତା ସହିତ ନୁହେଁ ବରଂ ସୋସିଆଲ ମିଡିଆରେ ବେସୀ ସମୟ ଅତିବାହିତ କରୁଛି। ସୋସିଆଲ୍‌ ମିଡିଆରେ ସକ୍ରିୟ  ରହୁଥିବା ହେତୁ ଅନେକଙ୍କୁ ଠିକ୍‌ ଭାବେ ନିଦ ମାଡ଼େନା, ଆଉ କେତେ ରାତି ସାରା ସେଥିରେ ପୋଷ୍ଟ୍‍ କରନ୍ତି ନା କମେଣ୍ଟ୍‌ ଦେଖିଥାନ୍ତି।ଯଦି ଆପଣ ବି ସେଭଳି ସମସ୍ୟା ଦ୍ୱାରା ଜର୍ଜରିତ ,ତେବେ ତାକୁ ସୁଧାରିବା ଲାଗି କେତେକ ସରଳ ଉପାୟକୁ ଆପଣାଇ ପାରନ୍ତି।

୧) ଆପଣ ଶୋଇବା ପୂର୍ବରୁ ଅଧ ଘଣ୍ଟା ଯାଏଁ ସୋସିଆଲ୍‌ ମିଡିଆରେ ସକ୍ରିୟ ରହିବେ।ତେବେ ଏହାଦ୍ୱାରା ଆପଣଙ୍କ ନିଦ ପ୍ରଭାବିତ ହେବ। ଏଣୁ ଶୋଇବା ଆଗରୁ ଫୋନ୍‌ ଦେଖିବା ଠିକ ନୁହେଁ।
୨) ଅଯଥା ପ୍ରତ୍ୟେକ ସମୟରେ ଅନ୍‌ଲାଇନ୍‌ରେ ବସି ରହିବା ଅପେକ୍ଷା ଇନଷ୍ଟାଗ୍ରାମ୍‌ ବା ଅନ୍ୟ ସୋସିଆଲ୍‌ ମିଡିଆ ଆକାଉଣ୍ଟସ୍‌ରେ ସକ୍ରିୟ ରହିବା ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ପ୍ରସ୍ତୁତ କରନ୍ତୁ।


୩) ସୋସିଆଲ ମିଡିଆର କଳ୍ପନା ଦୁନିଆରୁ ବାହାରି ଆପଣଙ୍କ ପରିବାର ସହିତ ସମୟ ବିତାନ୍ତୁ। କାରଣ ସୋସିଆଲ ମିଡିଆରେ ଥିବା ବ୍ୟକ୍ତି ଆପଣଙ୍କ ବାସ୍ତବିକ ଜୀବନରେ କେବେ ବି ସାହାର୍ଯ୍ୟ ସହୋଯୋଗ ନିମନ୍ତେ ଆସିବେ ନହିଁ।
୪) ସୋସିଆଲ ମିଡିଆରେ ଦେଖୁଥିବା ପ୍ରତଯୋକ କଥା ସତ ହୋଇନଥାଏ ତେବେ ଗୁଜବ ଗୁଡିକରୁ ଦୂରେଇ ରହି ସତ୍ୟତାକୁ ଜାଣିବାକୁ ଚେଷ୍ଟା କରନ୍ତୁ।
ପଢନ୍ତୁ: ପତଳା ହେବାକୁ ଚହୁଁଛନ୍ତି କି!!!! ତେବେ ପ୍ରତିଦିନ ଖାଇବା ଆରମ୍ଭ କରନ୍ତୁ ଏହି ଜିନିଷ

Related posts

ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ ?

ENO Beuro

ଜାଣନ୍ତୁ ଘରୋଇ ଉପାୟରେ ରୋଷେଇଶାଳ ପାଇଁ କିଛି ଟିପ୍ସ

ENO Beuro

Leave a Comment