ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରିକଲା ପାକିସ୍ତାନ ଜିଲ୍ଲା କୋର୍ଟ

ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରିକଲା ପାକିସ୍ତାନ ଜିଲ୍ଲା କୋର୍ଟ

​ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିମନ୍ତେ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଇସଲାମାବାଦ୍‌ ଜିଲା ଓ ଦୌରା ଜଜ୍‌ଙ୍କ ତରଫରୁ ଇମ୍ରାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି।

​ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିମନ୍ତେ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଇସଲାମାବାଦ୍‌ ଜିଲା ଓ ଦୌରା ଜଜ୍‌ଙ୍କ ତରଫରୁ ଇମ୍ରାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି।ବିଚାରପତି ଜେବା ଚୌଧୁରୀଙ୍କୁ ଧମକ ଦେଇଥିବା ମାମଲାରେ ପାକିସ୍ତାନ ଜିଲ୍ଲା କୋର୍ଟ ବିଚାରପତି ଇମ୍ରାନଙ୍କ ବିରୋଧରେ ‌ୱାରେଣ୍ଟ ଜାରି କରିଛନ୍ତି। ଆସନ୍ତା ୨୯ ସୁଦ୍ଧା ଇମ୍ରାନକୁ ଗିରଫ କରି ହାଜର କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। ସୂଚନାଥାଉ କି ଇମ୍ରାନଙ୍କ ବିରୋଧରେ ଏକାଧିକ ଅପରାଧିକ ଧାରାରେ ମାମଲା ଇସଲାମାବାଦ୍‌ ହାଇକୋର୍ଟରେ ବିଚାରାଧୀନ ରହିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.